• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Baijayanta Panda
ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ୨୩ଦିନ ପରେ କଙ୍ଗୋରୁ ଆସିଲା ମୃତଦେହ

କଙ୍ଗୋରେ ଫସିଥିଲା ଆଳି ମାନପୁର ଗାଁର ଦିବାକର ଜେନାଙ୍କ ମୃତଦେହ । ପାଣି ପାଇପ ମିସ୍ତ୍ରୀ ଭାବେ କାମକରୁଥିଲେ ଦିବାକର ।

Dhana Mandi
କଟନୀ ଛଟନୀ ଭୟ ! ମଣ୍ଡିରେ ନଦେଇ ଦଲାଲଙ୍କୁ ଚାଷୀ ବିକୁଛନ୍ତି ଧାନ

ମଣ୍ଡିକୁ ଆସୁନି ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଧାନ । କେଉଁଠି କଟନୀ ଛଟନୀ, କେଉଁଠି ବିଳମ୍ବରେ ଖୋଲିଛି ମଣ୍ଡି ।

Arun Sahoo
ନୟାଗଡ଼ରେ ପୁଣି ତାତିଲେ ଚାଷୀ, ଅରୁଣଙ୍କ ଉପରେ ଝାଡ଼ିଲେ ଅସନ୍ତୋଷ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା । ସ୍ଥାନୀୟ ବିଧାୟକଙ୍କ ବିରୋଧରେ ନାରାବାଜି ।

Kala Jira Rice
କଳା ଜିରା ଚାଉଳ ପରେ ଏବେ ମଗ୍‌ଜି ଲଡ଼ୁକୁ ଖୋଜିଲେଣି ଲୋକେ

କୋରାପୁଟର କଳାଜିରା ଚାଉଳକୁ ଚିହ୍ନିବେ ସମସ୍ତେ । ଢେଙ୍କାନାଳର ମଗଜି ଲଡ଼ୁ ଏବେ ଜାତୀୟ ସ୍ତରରେ ପରିଚିତ ।

  • Sunday, 07 January 2024
  • GI Tag
Samalei-Lingaraj
ନଡିଆ-ଗୁଡ-ଅରୁଆ ଚାଉଳ-ବେଲପତ୍ର ଦେଇ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ

ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ । ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ ।

Driver Protest
ତେଜୁଛି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ତୀବ୍ର ହେଉଛି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଯାହାର ପ୍ରଭାବ ସିଧାସଳଖ ପଡ଼ିଛି ଜୀବନଯାତ୍ରା ଉପରେ। କ୍ଷୀର ଯୋଗାଣଠୁ ଆରମ୍ଭ କରି ଯାତ୍ରୀ ସେବା ଯାଏଁ ରାଜ୍ୟରେ ସବୁ କିଛି ଠପ୍।

Daspalla Railway Station
ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ନୂଆ ଫର୍ଦ୍ଦ, ଦଶପଲ୍ଲା ବି ଦେଖିଲା ଟ୍ରେନ୍

ପ୍ରଥମ ଥର ପାଇଁ ହର୍ଣ୍ଣ ବଜାଇ ଛୁକୁ ଛୁକୁ କରି ଦଶପଲ୍ଲାରୁ ଗଡ଼ିଛି ରେଳ।

Driver Protest
ଆନ୍ଦୋଳନରୁ ଓହରିଲା ରାଜ୍ୟ ଡ୍ରାଇଭର ସଂଘ

ରାଜ୍ୟରେ ଚାଲିଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ଏବେ ସ୍ଥଗିତ ରଖାଯାଇଛି।

Daspalla Railway Station
ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ନୂଆ ଫର୍ଦ୍ଦ; ଦଶପଲ୍ଲା ଦେଖିଲା ଟ୍ରେନ୍, ଷ୍ଟେସନ୍‌ର ଉଦଘାଟନ

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଯୋଡ଼ି ହୋଇଛି ଆଉ ଏକ ଫର୍ଦ୍ଦ। ଦଶପଲ୍ଲାରୁ ଗଡ଼ିଲା ଟ୍ରେନ୍, ଅର୍ଥାତ ଖୋର୍ଦ୍ଧାପଟୁ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଯାଏ ରେଳପଥ ପ୍ରସ୍ତୁତ।

Driver Protest
ତେଜୁଛି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଯାତ୍ରୀ ପରିବହନରୁ ଖାଉଟି ସାମଗ୍ରୀ ଯୋଗାଣ ଠପ୍

କେବଳ ଯାତ୍ରୀ ନୁହନ୍ତି, ଗାଡ଼ି ଚାଳକଙ୍କ ଆନ୍ଦୋଳନ ଯୋଗୁ ଆଜି ସକାଳୁ ଭୁବନେଶ୍ୱର, କେନ୍ଦୁଝର ସମେତ ବିଭିନ୍ନ ସ୍ଥାନରେ ଓମଫେଡ୍ କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି।

Bus Strike
‘ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ହୋଇନି’: ପ୍ରଶାନ୍ତ ମେଣ୍ଡୁଲି

ଆମେ ବହୁତ ପ୍ରତାରଣାର ଶିକାର ହୋଇଛୁ ବୋଲି ସଂଘର ସଭାପତି କହିଛନ୍ତି । କାଲିର କାର୍ଯ୍ୟପନ୍ଥା କ’ଣ ହେବ, ଆଜି ସଂଧ୍ୟାରେ ନିଷ୍ପତ୍ତି ନେବୁ ବୋଲି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି।

Panic Buying
ଏମିତି ଚାଲିଲେ, କାଲିସୁଦ୍ଧା ସରିଯିବ ତେଲ !

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଛି । ଏଥିଯୋଗୁ ପେଟ୍ରୋଲ, ଡିଜେଲ ସମେତ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ପରିଲକ୍ଷିତ ହେଲାଣି । ଏହି ଆନ୍ଦୋଳନ ପ୍ରଭାବରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ୭୫% କମିଥିବା ବେଳେ ବଢ଼ିଛି 'ପାନିକ୍ ବାଇଙ୍ଗ’ ।

Bus Strike
ଚକା ଜାମ୍ ! ଗଡ଼ୁନି ବସ୍‌, ଯାତ୍ରୀ ହନ୍ତସନ୍ତ...

ଆନ୍ଦୋଳନ ଯୋଗୁଁ ଓମଫେଡ୍ କ୍ଷୀର ଯୋଗାଣ ପ୍ରଭାବିତ । ହିଟ୍ ଆଣ୍ଡ ରନ୍ ପାଇଁ ନୂଆ ଆଇନକୁ ନେଇ ଆନ୍ଦୋଳନ ।

Daspalla Railway Station
ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ; ଦଶପଲ୍ଲାରୁ ଗଡ଼ିବ ଟ୍ରେନ୍‌

ଆଜି ଦିନ ୧୦ଟାରେ ଦଶପଲ୍ଲା ରେଳ ଷ୍ଟେସନ ଉଦଘାଟିତ ହେବା ପରେ, ସେଠାରୁ ୪ଟି ଟ୍ରେନ୍ ଚଳାଚଳ କରିବ ।

Srimandir Parikrama Project
ଓବିସିକୁ CS ଛାଟ; ୧୧ ସୁଦ୍ଧା କାମ ସାର, ୧୪ରୁ ସିକ୍ୟୁରିଟି ଟାଇଟ୍‌

ଫିକ୍ସ ହେଲା ଡେଡଲାଇନ୍ । ଜାନୁଆରୀ ୧୧ ତାରିଖ ଶେଷ କଣ୍ଟ । ସେଇ ଦିନ ସନ୍ଧ୍ୟା ସୁଦ୍ଧା ପୁରୀ ପ୍ରଶାସନକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରିବ ଓବିସିସି ।

Hi-Tech Medical
ହାଇଟେକ୍ ଡେଡବଡି ଦ୍ୱନ୍ଦ୍ୱ, ବଞ୍ଚିଛନ୍ତି ଦିଲୀପ-ଜ୍ୟୋତିରଞ୍ଜନ ଗଲେ କୁଆଡ଼େ ?

ସ୍ୱାମୀ ଦିଲୀପଙ୍କ ମୃତ୍ୟୁଖବର ଶୁଣି ଆତ୍ମହତ୍ୟା କରିଥିଲେ ପତ୍ନୀ । ଆହତ ଜ୍ୟୋତି ରଞ୍ଜନଙ୍କୁ ଫେରାଇବାକୁ ପରିବାରର ଦାବି ।

No Phone Agreement
ନୋ ଫୋନ୍‌ ଚୁକ୍ତି ! ମୋବାଇଲ ଧରିଲେ ମିଳିବନି ଖାଇବା, ବାହାରୁ ମଗାଇବା ବି ମନା...

ଗୁପ୍ତା ପରିବାର କରିଥିବା ଚୁକ୍ତିନାମା ଭାଇରାଲ ହେବା ପରେ ଜୋମାଟୋ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇଛି। ସଂସ୍ଥା କହିଛି ଯେ “ମୁଝେ କିୟୁଁ ତୋଡା?” ଏହା ବଲିଉଡ ଫିଲ୍ମ ୱେଲକମର ଏକ ଚର୍ଚ୍ଚିତ ଡାଏଲଗ। ଏବେ ସୋସିଆଲ ମିଡିଆରେ ଏହି ଖବରଟି ଭାଇରାଲ ହେବାରେ ଲାଗିଛି।

  • Friday, 05 January 2024
Blood Donation
ଏଣିକି ରକ୍ତ ବିକ୍ରି ମନା ! DCGIର କଡ଼ା ନିର୍ଦ୍ଦେଶ

DGCI ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶ । କେବଳ ରକ୍ତ ଯୋଗାଇବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଆଦାୟ ହେବ ।

  • Friday, 05 January 2024
Air Quality
ଧୂଆଁ... ଧୂଳି... ଅନ୍ଧାର... ଦିନରେ ରାତିର ଭ୍ରମ

ଛାତ ବି କହୁଛି ଏଠି ପ୍ରଦୂଷଣର ମାତ୍ରା କେତେ ।

Chilika Bird Census
ସରିଲା ପକ୍ଷୀ ଗଣନା; ଏଥର ୧୮୭ ପ୍ରଜାତିର ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ

୧୦ ବର୍ଷ ପରେ ଏଥର ପାଲାସ ଫିସ୍ ଇଗଲ ପକ୍ଷୀ ଚିଲିକାରେ ଦେଖାଦେଇଛି।

Lord Shiva
କଟକରେ ତିଆରି ହେଉଛି ତିନି ମହଲା ଉଚ୍ଚା ଶିବ ମୂର୍ତ୍ତି

ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ ସହ ୧୫ ଜଣ କାରିଗର ଏହି ମୂର୍ତ୍ତି ନିର୍ମାଣରେ ଲାଗିପଡିଛନ୍ତି । 

News Fuse
ଗଞ୍ଜି ପିନ୍ଧିବା ଜାଗାରେ ଗଞ୍ଜେଇ ଚାଲାଣ

ପ୍ରେମିକ ଭାଇଙ୍କ ଛାତିରେ ଗଞ୍ଜେଇ

Medical Student
ହଳଦୀ କ୍ଷେତରୁ ଡାକ୍ତରୀ ହେବାର ସ୍ୱପ୍ନ; ସହାୟତା ମିଳିଲେ ସ୍ୱପ୍ନ ହେବ ପୂରା..

୨୦୨୩ ନିଟ୍ ପରୀକ୍ଷାରେ ପାସ୍ କରିବା ପରେ ହେବଲ ବହୁ କଷ୍ଟରେ ଧାର କରଜ କରି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ଣଣ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ପାଠ ପଢୁଥିଲେ ମଧ୍ୟ ହେବଲଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ଅର୍ଥାଭାବ ।

TIger Census
୮ବର୍ଷ ପରେ ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ

ବାଘର ବିଭିନ୍ନ ଚଳାପଥରେ କ୍ୟାମେରା ଲଗାଇଛି ବନ ବିଭାଗ । ବାଘର ପାଦ ଚିହ୍ନ ଓ ମଳ ସଂଗ୍ରହ କରି ଗଣନା କରାଯାଉଛି ।

Bus Service
ରାଜ୍ୟରେ କେମିତି ଚାଲିଛି ଲକ୍ଷ୍ମୀ ବସ୍ ? କେଉଁଠି ନିୟମିତ ଗଡୁନି, କେଉଁଠି ବସ୍ ଫାଙ୍କା

ପୁରା ନାରାୟଣପାଟଣା ବ୍ଳକକୁ ଗୋଟିଏ ବସ୍ । ବିଶ୍ୱାସଭାଜନ ହେଉନି ସରକାରଙ୍କ ଲକ୍ଷ୍ମୀ ବସ୍ ସେବା ।