• translate

Offbeat Updates

Sonu-Sood
ଅସହ୍ୟ ହେଲା ଦୁଷ୍ଟ ମାଙ୍କଡ଼ର ଦୌରାତ୍ମ୍ୟ: ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଲେ ଗ୍ରାମବାସୀ . . .

ନୂଆଦିଲ୍ଲୀ: ମାଙ୍କଡ଼ ତଡ଼ିବାରେ ଗ୍ରାମବାସୀଙ୍କୁ ସାହାଯ୍ୟ କରିବେ ଗରିବଙ୍କ ମସିହା। ତାଲାବନ୍ଦ ସମୟରେ ଶ୍ରମିକଙ୍କ ଭଗବାନ୍ ସାଜିଥିବା ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦ ଏବେ ମାଙ୍କଡ଼ ତଡ଼ିବେ। କଥାଟି ଟିକିଏ ଅଜବ ଲାଗୁଥିଲେ ବି, ସମ୍ପୂର୍ଣ୍ଣ ସତ। ମହାମାରୀରେ ଜୀବନ ସହ ସଂଗ୍ରାମ କରୁଥିବା ମଣିଷଙ୍କ ମୁହଁରେ ହସ ଫୁଟାଇଥିବା ଦେବଦୂତ ଗ୍ରାମବାସୀଙ୍କୁ ମାଙ୍କଡ଼ ଦୌରାତ୍ମ୍ୟରୁ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଭିନେତା। ତାଲାବନ୍ଦ ଠାରୁ […]

rose
କାହିଁକି ପାଳନ କରାଯାଏ ରୋଜ୍ ଡେ ?

ଫେବୃଆରୀ ମାସକୁ ରୋମାଣ୍ଟିକ ମାସ ବୋଲି କୁହାଯାଏ। କାରଣ ଏହି ମାସରେ ପଡ଼େ ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ୱିକ୍। ତେବେ ପାଶ୍ଚାତ୍ୟ ସଂସ୍କୃତିରେ ଭାଲେଣ୍ଟାଇନ୍ସ ଡେ ପାଳନ କରିବା ବହୁତ ଗୁରୁତ୍ୱ ରଖୁଥିବା ବେଳେ ଭାରତୀୟ ସଂସ୍କୃତିର ଅଂଶବିଶେଷ ନୁହେଁ । ଏଥିପାଇଁ ଦେଶର ଅନେକ ସ୍ଥାନରେ ଏହାକୁ ବିରୋଧ କରାଯାଉଥିବାର ଘଟଣା ଦେଖିବାକୁ ମିଳେ। ତେବେ ଆମ ଦେଶରେ ଯୁବପିଢ଼ି ମଧ୍ୟ ଧୀରେ ଧୀରେ ଏହି ସଂସ୍କୃତିକୁ କିଛି ମାତ୍ରାରେ ଆପଣେଇ ନେଲେଣି। ବର୍ତ୍ତମାନ […]

rose-day
ରୋଜ୍‌ ଡେ; କେଉଁ ରଙ୍ଗର ଗୋଲାପ କାହା ପାଇଁ ?

ଭାଲେଣ୍ଟାଇନ୍ସ ୱିକ୍ସର ଆରମ୍ଭ ଆଜି ଗୋଲାପର ସୌନ୍ଦର୍ଯ୍ୟ ଓ ସୁଗନ୍ଧରୁ ହୋଇଛି। ପ୍ରେମ ସପ୍ତାହର ପ୍ରଥମ ଦିନକୁ ରୋଜ୍‌ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ଲଭ୍‌ ବାର୍ଡ୍‌ସମାନେ ଲାଲ୍‌ ଗୋଲାପ ଦେଇ ପରସ୍ପରର ଫିଲିଙ୍ଗସ ଶେୟାର୍‌ କରନ୍ତି। ତେବେ କେବଳ ପ୍ରେମୀଯୁଗଳ କାହିଁକି, ଯେ କେହି ବି ଏହି ରୋଜ୍‌ ଡେ ସେଲିବ୍ରେଟ୍ କରିପାରିବେ। ଆଉ ଏହା ହିଁ ଏହି ଦିନର ଖାସ୍ କଥା। କିନ୍ତୁ ହଁ, ସମସ୍ତେ ଲାଲ୍ ରଙ୍ଗର ଗୋଲାପ ସହିତ […]

v
ଆଜିଠୁ ଭାଲେଣ୍ଟାଇନ୍‌ ସପ୍ତାହ ଆରମ୍ଭ

ଆଜି ରୋଜ୍‌ ଡେରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ସ ୱିକ୍ସ, ମାନେ ପ୍ରେମ ସପ୍ତାହ। ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଚାଲିବ। ପ୍ରେମୀଯୁଗଳଙ୍କ ପାଇଁ ଏହି ସପ୍ତାହ ଖୁବ୍ ଖାସ୍। ଗୋଲାପ ପ୍ରେମର ପ୍ରତୀକ ହୋଇଥିବାରୁ ଏହି ସପ୍ତାହର ପ୍ରଥମ ଦିନ ଗୋଲାପରୁ ହିଁ ଆରମ୍ଭ ହୋଇଥାଏ।। ସେହିପରି ୧୪ ତାରିଖ ଭାଲେଣ୍ଟାଇନ୍ସ ଡେ’ରେ ସପ୍ତାହ ଶେଷ ହୋଇଥାଏ। ସପ୍ତାହଟାଯାକ ସମସ୍ତେ ନିଜ ଭଲପାଇବାକୁ ଭିନ୍ନ ଭିନ୍ନ ଡଙ୍ଗରେ ପ୍ରକାଶ କରନ୍ତି। ଭାଲେଣ୍ଟାଇନ୍ସ ସପ୍ତାହ ତାଲିକା […]

photog
ଲଗାତାର ନବବଧୂଙ୍କର ଫଟୋ ନେଉଥିଲେ ଫଟୋଗ୍ରାଫର! ରାଗରେ ଚାପୁଡ଼ା ମାରିଲେ ବର

ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିବାହର ଏକ ଭିଡିଓ  ଫଟୋଗ୍ରାଫର କ୍ରମାଗତ ଭାବରେ ନବବଧୂର ଫଟୋ କ୍ଲିକ୍ କରୁଥିଲା ବେଳେ ରାଗିଗଲେ ବର ରାଗରେ ଚାପୁଡ଼ା ମାରି ଫଟୋଗ୍ରାଫି ନିଶା ଉତ୍ତାରିଦେଲେ, ଷ୍ଟେଜ ଉପରେ ହସି ହସି ଗଡ଼ିଗଲେ କନ୍ୟା  ନୂଆଦିଲ୍ଲୀ: ବିବାହ ଉତ୍ସବରେ ଫଟୋଗ୍ରାଫରଙ୍କୁ ବ୍ରହ୍ମଚାପୁଡ଼ା। ବରକୁ କୋଣଠେସା କରି ଲଗାତାର କନ୍ୟାର ଫଟୋ ଉଠାଉଥିଲେ ଫଟୋଗ୍ରାଫର।  କିଛି ସମୟ ନୀରବ ରହିବା ପରେ ହଠାତ ରାଗିଗଲେ ବରବାବୁ। ଆଉ ଫଟୋଗ୍ରାଫର ବାବୁଙ୍କର ଠାଣିବାଣୀରେ ବ୍ରେକ […]

aap
ଗୁଗଲ ପ୍ଲେଷ୍ଟୋରରେ ସର୍ବାଧିକ ଡାଉନ୍‌ଲୋଡ୍ ହୋଇଥିବା ଆପ୍‌ ହେଲା ଟେଲିଗ୍ରାମ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌କୁ ମହଙ୍ଗାପଡ଼ିଲା ବ୍ୟବସାୟରେ ମନମାନି କରିବା। ନୂଆ ପ୍ରାଇଭେସ୍ ପଲିସି ଆଣିବା ପରେ ହ୍ୱାଟ୍ସଆପ୍ ଛାଡ଼ି ଗ୍ରାହକ ଏବେ ଟେଲିଗ୍ରାମ ମୁହାଁ ହୋଇଛନ୍ତି। ଧୀରେ ଧୀରେ ହ୍ୱାଟ୍ସଆପ୍‌ ବ୍ୟବସାୟରେ ଘାଟା ହେଉଥିବା ବେଳେ ଟେଲିଗ୍ରାମ ଲାଭ ହେଉଥିବା ଦେଖିବାକୁ ମିଳୁଛି। ଗ୍ରାହକ ଏବେ ହ୍ୱାଟ୍‌ସଆପ ଠାରୁ ମୁହଁ ଫେରାଇ ପ୍ଲେଷ୍ଟୋର୍‌ରୁ ଟେଲିଗ୍ରାମ ଆପ୍ ଇନ୍‌ଷ୍ଟଲ କରୁଛନ୍ତି। ସେନ୍ସର ଟାୱାରର ଅପ୍‌ଡେଟ୍‌ ରିପୋର୍ଟ ଅନୁସାରେ, ଟେଲିଗ୍ରାମକୁ ଗୁଗୁଲ ପ୍ଲେଷ୍ଟୋର୍‌ରେ ସର୍ବାଧିକ ଥର ଡାଉନ୍‌ଲୋଡ୍ କରାଯାଇଛି। ଗୁଗୁଲ ପ୍ଲେଷ୍ଟୋର […]

trespassers art group
କିଏ ଏହି ନୂଆ ଅନୁପ୍ରବେଶକାରୀ?

ସେମାନେ ‘ଟ୍ରେସପାସରସ୍’। ଓଡ଼ିଆରେ କହିଲେ ଅନୁପ୍ରବେଶକାରୀ। ଜଣେ ନୁହେଁ, ଏହି ଟ୍ରେସପାସରସ୍‌ରେ ଅଛନ୍ତି ୧୦ ଜଣ। କେଉଁଠି ଏମାନେ ଅନୁପ୍ରବେଶ କରନ୍ତି ? କାହିଁକି ତାଙ୍କର ଏ ଅନୁପ୍ରବେଶ ? ଏହି ନୂଆ ଅନୁପ୍ରବେଶକାରୀଙ୍କ ଉଦ୍ଦେଶ୍ୟ, ଆଦର୍ଶକୁ ନେଇ ପ୍ରସିଦ୍ଧ ଯୁବ ଚିତ୍ରଶିଳ୍ପୀ ରମାକାନ୍ତ ସାମନ୍ତରାୟଙ୍କ ସ୍ୱତନ୍ତ୍ର ଆଲେଖ୍ୟ । ହଠାତ୍ ଆମ ସରକାରଙ୍କୁ ଲାଗିଲା ଯେ, ଆମ ସହର ଗୁଡିକ ଅସୁନ୍ଦର ହେଇଯାଉଛନ୍ତି। ସହରକୁ ସର୍ବାଙ୍ଗ ସୁନ୍ଦର କରି ସଜେଇବାକୁ ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ରହିଛି। ଖାସ୍ […]

police
ଅସହାୟ ମା’ ଉପରେ ଖାକି ବର୍ଦ୍ଦିର ଜୁଲମ୍ : ନିଖୋଜ ନାବାଳିକା ଝିଅକୁ ଖୋଜିବାକୁ ଲାଞ୍ଚ ମାଗିଲେ ପୋଲିସ ବାବୁ

ଡିଜେଲ ପକାଇଲେ, ଝିଅକୁ ଖୋଜି ଦେବୁ! ରକ୍ଷକ ଯେବେ ଭକ୍ଷକ ସାଜେ ଅଭିଯୋଗ କରିବ କାହାକୁ? କାନପୁର: ମଳିମୁଣ୍ଡିଆ ଝିଅବୋହୂଙ୍କ ଇଜ୍ଜତ୍ କ’ଣ ଇଜ୍ଜତ୍ ନୁହେଁ? ଅପହୃତ ନାବାଳିକା ଝିଅକୁ ଖୋଜିବାକୁ କହିଲେ ଲାଞ୍ଚ ମାଗୁଛନ୍ତି ପୋଲିସ ବାବୁ। ତାଳି ପଡ଼ିଥିବା ଛିଣ୍ଡା ଲୁଗାର ଚିରା ପଣତରେ ଝିଅ ପାଇଁ ଭିକ ମାଗୁଛି ଦିବ୍ୟାଙ୍ଗ ମା’। କାନ୍ଦି କାନ୍ଦି ବିକଳ ହୋଇ କହୁଛି,  ବଢ଼ିଲା ଝିଅ ମୋର କିପରି ଥିବ ? ହେଲେ ଗରିବ ମା’ର ଲୁହ […]

net-loss
୪ ବର୍ଷରେ ୪୦୦ ଥର ଇଣ୍ଟର୍‌ନେଟ୍‌ ଶଟ୍‌ଡାଉନ୍‌; ଘଣ୍ଟାକୁ ଦୁଇ କୋଟିରୁ ଅଧିକ ଟଙ୍କାର କ୍ଷତି ସହିଛି ଭାରତ

ନୂଆଦିଲ୍ଲୀ: ୨୦୨୧ ଆରମ୍ଭ ନ ହେଉଣୁ ଭାରତରେ ଅନେକ ଥର ଇଣ୍ଟରନେଟ୍ କନେକ୍ସନ କାଟ୍‌ର ଘଟଣା ଦେଖିବାକୁ ମିଳିଲାଣି। ଗତମାସରେ କେବଳ କୃଷକ ଆନ୍ଦୋଳନ ପାଇଁ ୫ ଟି ଇଣ୍ଟରନେଟ୍ କାଟ ଘଟଣା ଦେଖିବାକୁ ମିଳିଛି। ଇଣ୍ଟର୍‌ନେଟ୍ ଶଟ୍‌ଡାଉନ୍‌ ହେବା ଯୋଗୁ ସଂଯୋଗ ବିଚ୍ଛିନ୍ନ ହୋଇଛି। ଯାହା ଅନ୍ତର୍ଜାତୀୟ କ୍ଷେତ୍ରରେ ଦୃଷ୍ଟି ଆକର୍ଷଣ କରିଛି। ତେବେ ଇଣ୍ଟରନେଟ୍‌ ଶଟ୍‌ଡାଉନ୍‌ ଘଟଣା ଭାରତ ପାଇଁ ନୂଆ ନୁହେଁ। ପୂର୍ବରୁ ଅନେକ ଥର ଦେଶରେ ଇଣ୍ଟର୍‌ନେଟ୍ ଶଟ୍‌ଡାଉନ୍ ହୋଇଛି। ଏଥିପାଇଁ […]

qr-code
QR କୋଡ୍‌ ସ୍କାନ୍ କରି ପେମେଣ୍ଟ କରୁଥିଲେ ସାବଧାନ ! ଆକାଉଣ୍ଟରୁ ଏମିତି ଲୁଟିନେବେ ଟଙ୍କା

କେନ୍ଦ୍ର ସରକାରଙ୍କର ଡିଜିଟାଲ ଇଣ୍ଡିଆ ଅଭିଯାନ ପରେ ଡିଜିଟାଲ୍ ପେମେଣ୍ଟ ଅଧିକ ବଢ଼ିଯାଇଛି। ତେଣୁ କାହାକୁ ପେମେଣ୍ଟ କଲେ QR କୋଡ୍‌ର ବ୍ୟବହାର କରିବାକୁ ପଡୁଛି। ପେଟ୍ରୋଲ ପମ୍ପ ହେଉ କିମ୍ବା ଛୋଟ ଦୋକାନ, ଯେଉଁଠି ଯାହା କିଣିଲେ ସେଇଠି QR କୋଡ୍‌ ମାଧ୍ୟମରେ ପେମେଣ୍ଟ କଲେ। କିନ୍ତୁ ଦୁଃଖର କଥା ହେଲା ଟେକ୍ନୋଲୋଜି ଯେତେ ଆଗେଇଲା ଠକମାନେ ବି ସେତେ ଚାଲାକ ହେଲେ। ଠକାମୀର ବିଭିନ୍ନ ଫନ୍ଦା ବାହାର କଲେ। QR କୋଡ୍‌ରେ ବି ଠକେଇ […]

7am-marriage-PKG
ନିଆରା ବାହାଘର: ୬୦ ଫୁଟ ଗଭୀର ଜଳରେ ହେଲା ବାହାଘର

ଶୁଭ ବିବାହ। ଏହି ଗୋଟିଏ ଶଦ୍ଦ ହିଁ ସବୁ କିଛି ବୁଝାଇଦିଏ। ସମସ୍ତେ ନିଜ ନିଜର ବିବାହକୁ କିଛି ଅଲଗା ଓ ସ୍ମରଣୀୟ କରିବା ଲାଗି ଚେଷ୍ଟା କରନ୍ତି। ବିବାହ ଦିନ ସମସ୍ତଙ୍କ ଲାଗି ଅତି ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଦିନରେ ହିଁ ଦୁଇଟି ହୃଦୟର ମିଳନ ହୁଏ

Villge
ଏମିତି ଏକ ଗାଁ, ଯେଉଁଠାରେ ଘରେ ଘରେ ଲାଗିଛି ସିସିଟିଭି

ସ୍ମାର୍ଟ ହେଉଛି ଗାଁ ଠୁ ସହର।  ସମୟ ଆଉ ଟେକନୋଲୋଜି ସହିତ ଜୀବନ ଜୀବିକାରେ ଅନେକ କିଛି ପରିବର୍ତ୍ତନ ମଧ୍ୟ ଆସିଛି । ପକେଟରେ ସ୍ମାର୍ଟଫୋନ, ଆାଉ ଆାଖପାଖରେ ସ୍ମାର୍ଟ ସହର। ଆଉ ମଣିଷ ବି ସ୍ମାର୍ଟ। ଏଭଳି ସମୟରେ ଗାଁ କେମିତି ପଛରେ ରହିବ?

Teligrm
ହ୍ୱାଟ୍ସଆପରୁ ମୁହଁ ଫେରାଇ ଟେଲିଗ୍ରାମ ମୁହାଁ ୟୁଜର୍ସ

ଭାରତୀୟ ବଜାରରେ ଟେଲିଗ୍ରାମ୍ ଆପର ବଢୁଛି ଚାହିଦା। ଧୀରେ ଧୀରେ ଅଧିକ ଲୋକପ୍ରିୟ ହେଉଛି ଏହି ଆପ୍। ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଲାଗୁ ହେବା ପରଠୁ ଅଧିକାଂଶ ୟୁଜର୍ସ ଆପ ପ୍ରତି ମୁହଁ ମୋଡିବା ଆରମ୍ଭ କଲେଣି ।

bbsr airport
ଭୁବନେଶ୍ୱର ଏୟାରପୋର୍ଟରେ ବିମାନ ଅବତରଣ ବେଳେ ରହିଛି ବିପଦ ଆଶଙ୍କା

ଭୁବନେଶ୍ୱର(ଅରିନ୍ଦମ ଦାସ): ଭୁବନେଶ୍ୱର ବିମାନ ବନ୍ଦରର ରନ୍‌ୱେ ଅବସ୍ଥା ଠିକ୍ ନ ଥିବାରୁ ବିମାନ ଅବତରଣ ବେଳେ ବିପଦ ଉପୁଜିବା ନେଇ ପାଇଲଟ୍ ଆଶଙ୍କା ପ୍ରକଟ କରିଛନ୍ତି। ଦୀର୍ଘ ବର୍ଷ ହେବ ରି-କାର୍ପେଟିଂ ହୋଇ ନ ଥିବାରୁ ଏଭଳି ସମ୍ଭାବନା ଉପୁଜିଛି। ଦୈନନ୍ଦିନ ଭୁବନେଶ୍ୱର ବିମାନବନ୍ଦରର ରନ୍‌ୱେରେ ଅବତରଣ କରୁଛି ଅନେକ ବିମାନ। ହେଲେ ରନ୍‌ୱେର ମରାମତି ହୋଇନଥିବାରୁ ଏବେ ନାନା ଆଶଙ୍କା ଉପୁଜିଛି। ରନ୍‌ୱେ ରି-କାର୍ପେଟିଂ ପାଇଁ କାମ ଆରମ୍ଭ ହେଉ ହେଉ କରୋନା ପାଇଁ କଟକଣା […]

gopala-bhanda
ରସିକିଆ ଗୋପାଳ ସତରେ ମଣିଷ ନା କିମ୍ବଦନ୍ତୀର ଚରିତ୍ର ?

ତାଙ୍କ ନାଁ ଶୁଣିଲେ ଆଖି ଆଗରେ ନାଚିଯାଏ ଏକ କୌତୁକିଆ, ରସିକିଆ ମଣିଷର ଥଟ୍ଟା, ମଜ୍ଜା। ମନେ ପଡିଯାଏ ପ୍ରଖର ବୁଦ୍ଧି ସମ୍ପନ୍ନ ଜଣେ ବ୍ୟକ୍ତିଙ୍କ ବାକ୍‌ଚାତୁରୀ। ପିଲାଙ୍କ ଗପପେଡ଼ିର ଏକ ଚିରସବୁଜ ନାୟକ ସେ। ସେ ହେଉଛନ୍ତି ଗୋପାଳ ଭାଣ୍ଡ ।   କିଏ ଏହି ଗୋପାଳ ଭାଣ୍ଡ ? କେଉଁଠି ତାଙ୍କ ଘର ? କେଉଁଠି ରହିଛି ତାଙ୍କର ଅସ୍ତିତ୍ୱ ? ଗୋପାଳ ଭାଣ୍ଡଙ୍କ ଅସ୍ତିତ୍ୱକୁ ନେଇ              […]

fungus
ସତର୍କ ରୁହ ବିଶ୍ୱବାସୀ ! ଆସୁଛି ଆଉ ଏକ ମହାମାରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାଣ୍ଡବ ରଚୁଥିବା ବେଳେ ଏବେ ବିଶ୍ୱକୁ ଘାରିଛି ଆଉ ଏକ ଭୟଙ୍କର ମହାମାରୀର ଚିନ୍ତା। ଏହି ମହମାରୀ ବ୍ଲାକ୍ ଡେଥ୍‌ ଠାରୁ ଅଧିକ ଜୀବନ ନେଇପାରେ ବୋଲି କହିଲେଣି ବୈଜ୍ଞାନିକ। ‘ଫଙ୍ଗସ୍’ ଭଳି ଏହି ମାରାତ୍ମକ ଇଷ୍ଟ ବା କବକ ଆଉ ଏକ ବିଶ୍ୱ ମହାମାରୀ ସୃଷ୍ଟି କରିପାରେ। ତେଣୁ ଏଥିପାଇଁ ଆଜିଠାରୁ ଲୋକମାନେ ସତର୍କ ହେବା ଆବଶ୍ୟକ। ଆଗକୁ ‘ବ୍ଲାକ୍‌ ଡେଥ୍‌’ ଠାରୁ ଏହା ଆହୁରି ଭୟଙ୍କର ହେବ ବୋଲି […]

cancer
କେମିତି ଜାଣିବେ ଆପଣ କର୍କଟ ରୋଗରେ ଆକ୍ରାନ୍ତ?

କର୍କଟ ରୋଗ। ବର୍ତ୍ତମାନ ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ଏତେ ମାତ୍ରାରେ ବଢିଯାଇଛି ଯେ, ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। କର୍କଟ ରୋଗ ଏମିତି ଏକ ରୋଗ ଯାହା କୋଷମାନଙ୍କର ଏକ ଅସ୍ୱାଭାବିକ ଅଭିବୃଦ୍ଧି କରେ, ଯାହା ଶରୀରର ସୁସ୍ଥ ପରିବେଶକୁ ନଷ୍ଟ କରିଦିଏ

OTV-KHABAR-dibyanga
ଜୀବନରେ ଚ୍ୟାଲେଞ୍ଜ ନଥିଲେ, ଜୀବନରେ ମଜା କିଛି ନାହିଁ

ସକ୍ଷମ ଭିନ୍ନକ୍ଷମ ଅନନ୍ତ ବୈଶ୍ୟ ଚାଷୀଙ୍କ ପାଇଁ ତିଆରି କଲେ ସ୍ୱତନ୍ତ୍ର ଆପ୍  ନାକ ଦ୍ୱାରା ମୋବାଇଲ୍ ଫୋନ୍ ଏବଂ ଗୋଟିଏ ଅଙ୍ଗୁଳିରେ ଲାପଟପ୍ ଚଳାଉଛନ୍ତି AKTUର ଟପ୍ -6  ଆପରେ ସ୍ଥାନ ପାଇଛି ଏହି ଆପ୍ କାନପୁର: ଜୀବନରେ ଚ୍ୟାଲେଞ୍ଜ ନଥିଲେ, ଜୀବନରେ କିଛି ମଜା ନାହିଁ। ଅସୁବିଧା କାହା ଜୀବନରେ ନାହିଁ ? ଜୀବନଟା ସମସ୍ତଙ୍କ ପାଇଁ ସମସ୍ୟା ବହୁଳ। ହେଲେ  ଅଦ୍ୟମ ଚେଷ୍ଟା ଓ ଆତ୍ମବିଶ୍ୱାସ ବଳରେ ଜଣେ ନିଜର ସ୍ୱପ୍ନ ପୂରଣ […]

budget-sarada
ବଜେଟ୍ ସିଂହାବଲୋକନ: କେଉଁ ରାଜ୍ୟକୁ କାହିଁକି ଗୁରୁତ୍ୱ ଦେଲେ ସୀତାରମଣ

“ସଂସଦରେ ଗତକାଲି ଉପସ୍ଥାପିତ ହୋଇଛି ସାଧାରଣ ବଜେଟ ୨୦୨୧-୨୨ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟ୍ୟାବ ଖୋଲିଛି ୨୦୨୧-୨୨ର ବଜେଟ ଅଟକଳ। କାହା ପାଇଁ କ’ଣ ରହିଛି ଏଇ ବଜେଟରେ ? କାହାକୁ ମିଳିଛି କ’ଣ ଉପହାର ? କାହାକୁ କରାଯାଇଛି ଅଣଦେଖା ? ବଜେଟ୍‌ରେ କେଉଁ ରାଜ୍ୟକୁ ଦିଆଯାଇଛି ଗୁରୁତ୍ୱ ଓ କାହିଁକି ? ବଜେଟର ସଂକ୍ଷିପ୍ତ ବିଶ୍ଳେଷଣ କରିଛନ୍ତି ସାରଦା ଲାହାଙ୍ଗିର। ” ମୋଦି ସରକାର ତାଙ୍କ ନୂଆ ବଜେଟରେ, ନିର୍ବାଚନ ହେବାକୁ ଯାଉଥିବା […]

halwa
କାଲି ନୂଆ ବଜେଟ୍, ମନେ ଅଛି ତ ପୂର୍ବ ବର୍ଷର ବଜେଟ୍ ?

କରୋନା କବଳରେ ଭାରତର ଅର୍ଥନୀତି ଆଣ୍ଠେଇ ପଡ଼ିଛି। ଜିଡିପି ବିଯୁକ୍ତ ୨୩ ପ୍ରତିଶତ ହେବା ସହିତ ଶିଳ୍ପ ସଂସ୍ଥା ସ୍ଥିତି ଗମ୍ଭୀର ହୋଇଛି। ଫଳରେ ଲକ୍ଷ ଲକ୍ଷ ଚାକିରି ଯିବା ସହିତ ବେରୋଜଗାରି ବଢ଼ିଛି। ବଡ଼ବଡୁଆଙ୍କ କଥା ଛାଡ଼ି ଦେଲେ ସାଧାରଣ ଜନତା ବହୁ କଷ୍ଟ ଭୋଗିଛନ୍ତି। ଏବେ ନୂଆ ବଜେଟ୍‌ ଆସିବା କଥା ଶୁଣି ସାଧାରଣ ଜନତା ମନରେ ଆଶା ସଞ୍ଚାର ହୋଇଛି ଯେ ସରକାର ନିଶ୍ଚୟ ତାଙ୍କ ପାଇଁ କିଛି ନା କିଛି ଘୋଷଣା […]

d
ମୌଳିକ ସୁବିଧା ଯୋଗାଇ ଦେବାରେ ପଛରେ ଓଡ଼ିଶା

ଭୁବନେଶ୍ୱର: ମୌଳିକ ସୁବିଧା ଯୋଗାଇ ଦେବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପଛରେ ରହିଛି ଓଡ଼ିଶା। ଲୋକଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବାରେ ଫେଲ୍‌ ମାରିଛି ରାଜ୍ୟ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ସ୍ଥିତି ଆହୁରି ଉଦ୍‌ବେଗଜନକ ରହିଛି।୨୦୧୨ରେ ଗ୍ରାମାଞ୍ଚଳର ସ୍ଥିତି ଯାହା ଥିଲା, ୨୦୧୮ରେ ବି ଉଣା ଅଧିକ ସେୟା ରହିଛି। କେନ୍ଦ୍ର ସରକାରଙ୍କ ଇକୋନୋମିକ୍ ସର୍ଭେ ରିପୋର୍ଟ ୨୦୨୦-୨୧ରେ ଏଭଳି ସାଙ୍ଘାତିକ ତଥ୍ୟ  ସାମ୍ନାକୁ ଆସିଛି। ରିପୋର୍ଟରେ ଦର୍ଶାଯାଇଥିବା ବେୟାର୍ ନେସେସିଟିଜ୍ ଇଣ୍ଡେକ୍ସ ବା BNI ରେ […]

Bekari
କେନ୍ଦ୍ରର ବଡ଼ ଯୋଜନା:ଏଣିକି ବେକାର ଯୁବକ ଓ ଯୁବତୀଙ୍କୁ ୩୮ ଶହ ଟଙ୍କା ଦେବେ ଭତ୍ତା

ବେକାର ଯୁବକ ଓ ଯୁବତୀଙ୍କୁ କେନ୍ଦ୍ର ଦେବ ୩୮ ଶହ ଟଙ୍କା? କେଉଁ ମାସଠୁ ମିଳିବ ଭତ୍ତା ଟଙ୍କା? ଖବର ଗୁଜବ ନା ସତ? ନୂଆଦିଲ୍ଲୀ: ବେରୋଜଗାରିଆ ଯୁବକ ଓ ଯୁବତୀଙ୍କୁ ମାସକୁ ୩୮୦୦ ଟଙ୍କା ଭତ୍ତା ଦେଉଛନ୍ତି କେଦ୍ର ସରକାର। ଦେଶରେ ବଢିଚାଲିଥିବା ବେକାରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଜୋରସୋରରେ ଚର୍ଚ୍ଚା ଚାଲିଛି। କିନ୍ତୁ ଏମିତି କୌଣସି ନିଷ୍ପତ୍ତି କେନ୍ଦ୍ର […]

133745372_745961802700429_4070872970924272099_n
ଫେବୃଆରୀରୁ ବଡ଼ ପରିବର୍ତ୍ତନ; ପକେଟ ଉପରେ ପଡିବ ପ୍ରଭାବ

ଫେବୃଆରୀ ପହିଲାରୁ ଦେଶର ଅର୍ଥନୀତି ସଜାଡି ହୋଇପାରେ। ନଚେତ ବିଗିଡି ଯିବାର ମଧ୍ୟ ଅନେକ ସମ୍ଭାବନା ରହିଛି । କାରଣ ଫେବୃଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏ ଦିନ ଅନେକ ବଡ ଘୋଷଣା ହେବାର ରହିଛି। ଆଉ କିଛିଟା ପରିବର୍ତ୍ତନ ହେଲେ ଯାହାର ପ୍ରଭାବ ଆପଣଙ୍କ ପକେଟ ଉପରେ ସିଧା ପଡିବ। ବଜେଟ ବ୍ୟତୀତ ଫେବୃଆରୀ ପହିଲାରୁ ଦେଶର ଅନେକ ପରିବର୍ତ୍ତନ ହେବାକୁ […]

aliens--pkg
ସତରେ କଣ ପୃଥିବୀ ପୃଷ୍ଠକୁ ଆସିଛନ୍ତି ଏଲିଏନ?

ପୃଥିବୀ ପୃଷ୍ଠରେ ପୁଣି ଥରେ ଦେଖାଦେଲେ ଏଲିଏନ? କେଉଁଠି ଓ କେତେବେଳେ ଓ କିଏ ଦେଖିଲା ଏଲିଏନ? ଏଲିଏନ କଥା କହିଲେ ଅନେକ ଲୋକେ ଆଗ୍ରହର ସହ ଶୁଣନ୍ତି ଆଉ ତାହା ସମ୍ପର୍କରେ ଜାଣିବାକୁ ବି ଚେଷ୍ଟା କରନ୍ତି। ଆପଣ ବଲିଉଡ ଫିଲ୍ମରେ ନିଷ୍ଟିତ ଭାବରେ ଦେଖିଥିବେ କୋଇମିଲଗେୟା ଫିଲ୍ମ।

Scientists Solve Mystery Behind Antarctica's Blood Falls
ଆଣ୍ଟାର୍ଟିକାର ରହସ୍ୟମୟୀ ରକ୍ତ ଝରଣା, ପାଣି ବଦଳରେ ଅନବରତ ବହୁଥାଏ ରକ୍ତ . . . .

ବିଚିତ୍ର ବିଶ୍ୱର ବିଚିତ୍ର ତଥା ଭୟଙ୍କର ଝରଣା। ଏବେ ବି ରହସ୍ୟଘେରରେ ଆଣ୍ଟର୍କାଟିକାର ଟେଲର ଗ୍ଲେସିୟରର ବୋହୁଥିବା ରକ୍ତ ଝରଣା। କଳ କଳ ନାଦରେ ପାହାଡ଼ ଉପରୁ ତଳକୁ ବୋହି ଆସୁଥିବା ଝରଣା ପାଣି ଖୁବ ମନୋରମ ଲାଗୁଥିବା ବାଳେ ଏହି ଝରଣା କଥା ଶୁଣିଲେ ଛାତିରେ ଛନକା ପଶିବ। ରକ୍ତ ଝରଣାରେ ପାଣି ବଦଳରେ ରକ୍ତ ବହିଯାଏ । ଅନେକ ଗବେଷଣା ପରେ ବି ବିଚିତ୍ର ବିଶ୍ୱର ଏହି ରହସ୍ୟ ପ୍ରକୃତି କୋଳରେ ନିଜକୁ ଲୁଚାଇ […]