• translate

Offbeat Updates

Suvarnabhumi Airport
ହିନ୍ଦୁ ଦେବତାଙ୍କ ନାମରେ ନାମିତ ବିଶ୍ୱର ଏକମାତ୍ର ବିମାନବନ୍ଦର ଯାହା ଭାରତରେ ନାହିଁ

ଭାରତରେ କୌଣସି  ବିମାନବନ୍ଦର ନାହିଁ ଯାହା ଭଗବାନଙ୍କ ନାମରେ ନାମିତ ହୋଇଛି। ଏବେ ଉତ୍ତରପ୍ରଦେଶରେ ଯୋଗୀ ସରକାର ଅଯୋଧ୍ୟାରେ ହେବାକୁ ଥିବା ଏୟାରପୋର୍ଟର ନାମ ଭଗବାନ ରାମଙ୍କ ନାମରେ ରଖିବା ପାଇଁ ଘୋଷଣା କରିଛନ୍ତି। ହେଲେ ଭାରତ ବାହାରେ ରହିଛି ଏମିତି ଏକ ଏୟାରପୋର୍ଟ, ଯାହା ଖାଲି ହିନ୍ଦୁଧର୍ମର ଦେବତାଙ୍କ ନାମରେ ନାମିତ କରାଯାଇନି, ବରଂ  ଏଠି ହିନ୍ଦୁ ଦେବଦେବୀଙ୍କ ପ୍ରତିମୂର୍ତ୍ତି ବି ରହିଛି।    ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ବଜେଟ ଉପସ୍ଥାପନ […]

whatsp
ପୁଣି ନୂଆ ଫିଚର୍‌ ଆଣିବ ହ୍ୱାଟ୍ସଆପ୍। ଜାଣନ୍ତୁ କଣ ସୁବିଧା ପାଇବେ ଆପଣ?

ପୁଣି ନୂଆ ଫିଚର୍‌ ଆଣିବ ହ୍ୱାଟ୍ସଆପ୍। ଏଣିକି ଫେସବୁକ ପରି ହ୍ୱାଟ୍ସଆପରେ ଆପଣ ଲଗଆଉଟ କରିପାରିବେ ବୋଲି ଜଣାପଡିଛି। ୟୁଜର୍ସ ନିଜ ହିସାବରେ ଯେତେବେଳେ ଚାହିଁବେ ଲଗ ଇନ କରିପାରିବେ ଏବଂ ଏଥିରୁ ବ୍ରେକ ନେବାକୁ ହେଲେ ‘ଲଗ ଆଉଟ’ କରିପାରିବେ ବୋଲି ସୂଚନା ରହିଛି।

Sibaji-KO
ଛତ୍ରପତି ଶିବାଜୀଙ୍କ ବୀରତ୍ୱର କାହାଣୀ: ଜାଣନ୍ତୁ; କେମିତି କୌଶଳ କରି ନିଜ ପୁଅକୁ କରିଥିଲେ ବନ୍ଦୀଶାଳାରୁ ମୁକ୍ତ 

ମହାନ୍ ଯୋଦ୍ଧା ଛତ୍ରପତି ଶିବାଜୀ। ମରାଠା ରାଜ୍ୟର ସ୍ଥାପକ ଓ ଶାସକ। ମରାଠା ଜାତିର ଗର୍ବ ଓ ଗୌରବ। ଶିବାଜୀଙ୍କ ବୀରତ୍ୱକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳେ। ଯେଉଁ କାହାଣୀରେ ଥାଏ ତାଙ୍କ ଉଦାର ହୃଦୟର ପରିଚୟ। ମାନବିକତାର ଚିତ୍ର। ବୀରତ୍ୱର ସ୍ଫୁଲିଙ୍ଗ। ଆଜି ଅର୍ଥାତ୍‌ ଫେବ୍ରୁଆରୀ୧୯ ତାରିଖ ଶିବାଜୀଙ୍କ ଜୟନ୍ତୀ। ଏଇ ଅବସରରେ ଆସନ୍ତୁ ଜାଣିବା ଦେବଦତ୍ତ ରଥଙ୍କ ଆଲେଖ୍ୟରୁ ଶିବାଜୀଙ୍କ ବୀରତ୍ୱର ଆଉ ଏକ ଫର୍ଦ୍ଦ । ଶିବାଜୀ ରାଜ ଭୋଁସଲେ ପଶ୍ଚିମ […]

nepathya
ସନ୍ଥ, ଚିକିତ୍ସକ ଓ ବୈଜ୍ଞାନିକ ଧୀରେନ୍ଦ୍ର ନାରାୟଣ

ସେଇ ସନ୍ଥ, ଯାହାଙ୍କର ସାରା ଜୀବନ ବିତିଗଲା ନିରାଡ଼ମ୍ବରରେ। ସେଇ ବୈଜ୍ଞାନିକ, ଯିଏ ରସାୟନ ବିଜ୍ଞାନରେ ଗବେଷଣା କରି ପାଇଥିଲେ ସଫଳତା। ସେଇ ଚିକିତ୍ସକ, ରୋଗୀ ସେବା ଯାହାଙ୍କର ଥିଲା ଜୀବନବ୍ରତ। ସେଇ ସନ୍ଥ, ଚିକିତ୍ସକ ଓ ବୈଜ୍ଞାନିକ ଧୀରେନ୍ଦ୍ର ନାରାୟଣଙ୍କ ଉପରେ ଲେଖିକା ସୁମିତ୍ରା ପାଢ଼ୀଙ୍କ ସ୍ୱତନ୍ତ୍ର ଆଲେଖ୍ୟ । ୧୯୫୭ ମସିହାର କଥା । ସେତେବେଳକୁ ଭାରତ ମାତ୍ର ଦଶ ବର୍ଷ ତଳେ ସ୍ୱାଧୀନ ହୋଇଥାଏ । ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭଦ୍ରକ ସହର […]

soomu-sood
ରିୟଲ ଲାଇଫ୍ ହିରୋ ସୋନୁ ସୁଦ‌ଙ୍କର ଜୀବନ ଶୈଳୀ ଏମିତି ଯେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦିନେ ରିଲ୍‌ ଲାଇଫ୍‌ର ହୋରି ଥିବା ବଲିଉଡ୍‌ ଷ୍ଟାର୍ ସୋନୁ ସୁଦ୍‌ କରୋନା ସମୟରେ ସାଜିଥିଲେ ରିୟଲ ଲାଇଫ୍ ହିରୋ। କଳ୍ପନା ଦୁନିଆରେ ନାୟକ ହୋଇ ସେ ଯେତିକି ପ୍ରଶଂସା ସାଉଁଟି ନଥିଲେ ବାସ୍ତବ ଜୀବନରେ ନାୟକ ହୋଇ ତାଠୁ ଅନେକ ଭଲପାଇବା ପାଇଛନ୍ତି ସୋନୁ ସୁଦ। କରୋନା ପରଠାରୁ ଗରିବ, ଅସହାୟ ଲୋକେ ସୋନୁ ସୁଦଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି। କିଏ ସୋନୁ ସୁଦଙ୍କ ନାଁରେ ଦୋକାନ ଖୋଲିଲାଣି ତ ଆଉ କିଏ ହୋଟେଲ […]

petroll
ପେଟ୍ରୋଲ ପମ୍ପରେ ହେଉଥିବା ଠକାମୀରୁ କିପରି ବର୍ତ୍ତିବେ ପାଇବେ ଜାଣନ୍ତୁ

ଦେଶରେ ବଢ଼ୁଥିବା ତେଲ ଦରକୁ ନେଇ ଚାରିଆଡ଼େ ଅସନ୍ତୋଷ ଦେଖିବାକୁ ମିଳିଛି। ପେଟ୍ରୋଲ ଓ ଡିଜେଲ ଦାମ ଶହେ ଛୁଇଁବାକୁ ବସିଲାଣି। ସାଧାରଣ ଜନତା ଉପରେ ଏହାର ଘୋର୍ ପ୍ରଭାବ ପଡ଼ିଛି। ଏପଟେ ବଢ଼ୁଥିବା ତେଲ ଦରକୁ ନେଇ ସାଧାରଣ ଜନତା ନାକେଦମ ଥିବା ବେଳେ ବେଡ଼ି ଉପରେ କୋରଡ଼ ମାଡ଼ ପରି ଠକାଉଛନ୍ତି ପେଟ୍ରୋଲ ପମ୍ପର କର୍ମଚାରୀ। ପେଟ୍ରୋଲ ପମ୍ପରେ ଗ୍ରାହକମାନେ ଠକେଇର ଶିକାର ହେଉଥିବା ଅଭିଯୋଗ ହେଉଛି।  ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ପେଟ୍ରୋଲ […]

144815224_425276031891019_2257059459606994303_n
ଏଣିକି ୨ ମାସ ପାଇଁ ମାଛ ଖାଇବା ଓ କିଣିବା ଉପରେ ଲାଗିଛି ପ୍ରତିବନ୍ଧକ, ଜାଣନ୍ତୁ କେଉଁଠି?

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କେରଳରୁ ମଧ୍ୟ ଅନ୍ୟ ରାଜ୍ୟକୁ ମାଛ ରପ୍ତାନୀ ହୁଏ। ତେଣୁ ପ୍ରଶାସନ ତାହା ଉପରେ ମଧ୍ୟ କଟକଣା ଲାଗୁ କରିଛି।

disha-greta
କ’ଣ ଥିଲା ଏହି ଟୁଲ୍‌କିଟ୍‌ରେ ଯାହାକୁ ନେଇ ବିବାଦରେ ଫସିଲେ ଦିଶା ରବି

ନୂଆଦିଲ୍ଲୀ: ଟୁଲ୍‌କିଟ୍ ମାମଲାରେ ଦେଶରେ ପ୍ରଥମଥର ପାଇଁ ଜଣଙ୍କୁ ଗିରଫ କରାଯାଇଛି । ୨୧ ବର୍ଷୀୟା ପରିବେଶବିତ୍ ଦିଶା ରବିଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ‘ଗ୍ରେଟା ଥନବର୍ଗ’ କରିଥିବା ଟ୍ୱିଟ୍‌କୁ ଟୁଲ୍‌କିଟ୍ କରିଥିବା ଅଭିଯୋଗ ନେଇ ଏହି ଗିରଫଦାରି ହୋଇଛି। ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ‘ଗ୍ରେଟାଙ୍କ ଟୁଇଟ୍ ପରେ ଏହାକୁ ଦିଶା ପୁଣି ଥରେ ପ୍ରଚାର ପ୍ରସାର କରିଥିଲେ। ଏଥିରେ ଖଲିସ୍ତାନୀଙ୍କୁ ସମର୍ଥନ କରିବା ସହ ଦେଶ ବିରୋଧୀ ଷଡ଼ଯନ୍ତ୍ର […]

mobile
ମୋବାଇଲ ଟ୍ରିକ୍; କେହି ଟ୍ରାକ୍ କରିପାରିବେନି ଆପଣଙ୍କ ମୋବାଇଲ୍ କି ଆସିବନି ଅନାବଶ୍ୟକ ବିଜ୍ଞାପନ

ଯଦି ଆପଣ ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଦୁଇଟ ଜବରଦସ୍ତ ସିକ୍ରେଟେ ଟ୍ରିକ୍‌ ବିଷୟରେ କହିବୁ, ଯାହାକୁ ଜାଣିଲେ ମୋବାଇଲ୍ ଚଳାଇବା ଆହୁରି ସହଜ ଓ ସୁରକ୍ଷିତ ହୋଇଯିବ। କେମିତି ସୁରକ୍ଷିତ ଭାବରେ ଇଣ୍ଟର୍‌ନେଟ୍‌ ବ୍ୟବହାର କରିପାରିବେ ଓ ମୋବାଇଲ୍‌ ସ୍କ୍ରିନ୍‌ରେ ଶୋ କରୁଥିବା ଅନବାଶ୍ୟକ ବିଜ୍ଞାପନକୁ କିପରି ବନ୍ଦ କରିବେ ସେ ବିଷୟରେ ବି ଜଣାଇବୁ। ଏମିତି ଟ୍ରିକ୍ ବିଷୟରେ କହିବୁ ଯାହା ଦ୍ୱାରା ଆଣପଙ୍କୁ କେହି ବି ଟ୍ରାକ୍ […]

Radio
ଜାଣନ୍ତି, ରେଡିଓରେ କେବେ ପ୍ରସାରିତ ହୋଇଥିଲା ନିଉଜ ବୁଲେଟିନ୍‌ ?

ନୂଆଦିଲ୍ଲୀ: ଆଜି ରେଡିଓ ଦିବସ। ରେଡିଓ ଦିନେ ଥିଲା ଗାଁ ଗହଳିର ଯୁବକଙ୍କଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତର ଥିଲା ଅତି ଆପଣାର ଥିଲା। ଘର କ’ଣର ମହିଳାଙ୍କ ଅବସର ବିନୋଦନର ମାଧ୍ୟମ ଥିଲା। ସୁଖ ହେଉ ବା ଦୁଃଖ, ବିପଦ ହେଉ ବା ସଂପଦ,  ଆପଣାର ମଣିଷଙ୍କୁ କହିବା ପରି ସବୁ କଥା କହୁଥିଲା।  ସେଥିପାଇଁ ତ ହାଲି ଫ୍ଲାନାଗାନ୍‌ କହନ୍ତି,  ରେଡିଓର କ୍ଷମତା ଏହା ନୁହେଁ ଯେ ସେ ଖାଲି ଳକ୍ଷଧିକ ଲୋକଙ୍କ ସହ କଥା […]

kaudi
ମାଟି ତଳୁ ବାହାରିଲା ୧୦ ଝୁଡ଼ିରୁ ଅଧିକ କଉଡ଼ି ?

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ୍‌ର ନଛିପୁର ଗାଁରୁ ମିଳିଛି ହଜାର ହଜାର ସଂଖ୍ୟାରେ କଉଡ଼ି। ଘର ପାଇଁ ନିଅଁ ଖୋଳିବା ବେଳେ ଶ୍ରମିକମାନେ ମାଟି ତଳେ ଥିବା ଏକ ଘୁମରୁ ୧୦ ଝୁଡ଼ିରୁ ଅଧିକ କଉଡ଼ି ପାଇଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କଉଡ଼ି ମିଳିଥିବା ଅଂଚଳରେ ଖନନ କରାଯାଇ ପ୍ରାଚୀନ ଐତିହ୍ୟ ଲୋକଲୋଚନକୁ ଆଣିବାକୁ ଦାବି ହୋଇଛି। ମାଟି ତଳେ ଶହ ଶହ ବର୍ଷର ସମ୍ପତ୍ତି ବାହାରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ଉତ୍କଣ୍ଠା ବୃଦ୍ଧି […]

maa saraswati
ଜାଣନ୍ତୁ ସରସ୍ୱତୀ ପୂଜା ଦିନ କ’ଣ କରିବା ଉଚିତ୍‌ ଓ ଅନୁଚିତ୍

ଆଜି ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା। ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନା ପର୍ବକୁ ଅନେକ ସ୍ଥାନରେ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। କୁହାଯାଏ, ମା’ ବାଗ୍‌ଦେବୀଙ୍କୁ ପୂଜା କଲେ ବିଦ୍ୟା ଓ ବୁଦ୍ଧି ଲାଭ ହୁଏ। ହିନ୍ଦୁ ଧର୍ମ ଅନୁସାରେ, ବସନ୍ତ ପଞ୍ଚମୀର ବହୁତ ମହତ୍ୱ ଅଛି। ଶାସ୍ତ୍ର ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀ ଜନ୍ମଗ୍ରହଣ କରିଥିଲେ। ବସନ୍ତ ପଞ୍ଚମୀର […]

Sanskriti-
ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି ଲୋକେ କେବଳ ସଂସ୍କୃତରେ ହିଁ କଥା ହୁଅନ୍ତି

କର୍ଣ୍ଣାଟକ: ଆମ ଭାରତୀୟ ସଂସ୍କୃତି, ପରମ୍ପରା, ଭାଷା, ସାହିତ୍ୟ ସମଗ୍ର ବିଶ୍ୱଠାରୁ ବେଶ୍ ନିଆରା ଆଉ ଖାସ୍  ମଧ୍ୟ ଅଟେ। ସମଗ୍ର ବିଶ୍ୱ ମାନିଛି ଆମ ବିବିଧତାରେ ଥିବା ସୁନ୍ଦରତାକୁ। ଆମ ଶାସ୍ତ୍ର ପୁରାଣ ବି ଆମ ଦେଶର ମହାନତାର ଗାଥା ବର୍ଣ୍ଣନା କରେ। ସେହିପରି ଭାରତୀୟଙ୍କ ମୂଳ ଭାଷା ସଂସ୍କୃତ ବୋଲି ଆମେ ସମସ୍ତେ ଜାଣନ୍ତି। ଏହି ଭାଷାଟି ବେଶ ଉଚ୍ଚକୋଟୀର ମଧ୍ୟ। ସଂସ୍କୃତ ଭାଷାକୁ ସମସ୍ତ ଭାଷାର ଜନନୀ ବୋଲି ମଧ୍ୟ କୁହାଯାଏ। ଆଉ […]

Piramid-KO
ଗିଜା ପିରାମିଡ୍‌କୁ ନେଇ କାହିଁକି ଲାଗିରହିଛି ଚର୍ଚ୍ଚା?

ଏମିତି ଏକ ସହର ଅଛି ଯିଏ କି ନିଜ ଭିତରେ ଅନେକ ରହସ୍ୟକୁ ଲୁଚାଇ ରଖିଛି। କେତେ ବେଳେ ଗିଜାର ସ୍ପିନଙ୍କ ରହସ୍ୟ ତ ଆଉ କେତେବେଳେ ପୁରା ସହର ହିଁ ଲାଗେ ରହସ୍ୟର ଗନ୍ତାଘର। ସେହିଭଳି ଏକ ଗଭୀର ରହସ୍ୟ ହେଲା ଗିଜା ପିରାମିଡ୍।

Car-pkg
ଏଣିକି ପେଟ୍ରୋଲ କିମ୍ବା ଡିଜେଲରେ ନୁହେଁ ବରଂ ପାଣିରେ ହିଁ ଚାଲିବ ଆପଣଙ୍କ କାର....ଜାଣନ୍ତୁ କେବେ ଏହି କାର ବଜାରକୁ ଆସିବ?

ଏଣିକି ପେଟ୍ରୋଲ କିମ୍ବା ଡିଜେଲ ନୁହେଁ ବରଂ ପାଣିରେ ଚାଲିବ ଆପଣଙ୍କ କାର। ହୁଏତ ଏହି ଘଟଣା ଶୁଣିବା ପରେ ଆପଣଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ଏହି ଘଟଣା ପୂରା ସତ ଅଟେ। କାରଣ ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲର ଦର କ୍ରମାଗତ ଭାବେ ଆକାଶଛୁଆଁ ହେବାକୁ ଲାଗିଛି

Saraswati-Devi-1212
ସରସ୍ୱତୀଙ୍କୁ କେମିତି ପୂଜା କଲେ ମିଳେ ଆଶୀର୍ବାଦ?

ମାଆ ସରସ୍ୱତୀଙ୍କ ପୂଜା। ବାଗଦେବୀଙ୍କୁ ଆମେ ସମସ୍ତେ ସମସ୍ତେ ପୂଜା କରନ୍ତି। କୁହାଯାଏ, ମା’ ବାଗ୍‌ଦେବୀଙ୍କୁ ପୂଜା କଲେ ବିଦ୍ୟା ଲାଭ ହୁଏ। ତେଣୁ ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିରେ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନାର ପର୍ବକୁ ଅନେକ ସ୍ଥାନରେ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। ଆଉ ଆଜିର ଦିନକୁ ଅତ୍ୟନ୍ତ ଶୁଭଦିନ ବୋଲି ଲୋକେ ବିଶ୍ୱାସ ମଧ୍ୟ କରନ୍ତି। ତେଣୁ ଏହି ଦିନ ବିବାହ, ଗୃହ ନିର୍ମାଣ ତଥା […]

Dubai
ଓ୍ୱାର୍ଲଡ୍ ରେକର୍ଡ କରୁଛି ଫାଉଣ୍ଟେନ୍? ଜାଣନ୍ତୁ କେଉଁଠି ଅଛି ଏହି ଫାଉଣ୍ଟେନ୍...

ଆଜିକାଲି ବିଭିନ୍ନ ସ୍ଥାନରେ ପରିବେଶକୁ ସୁନ୍ଦର କରି ସଜାଇବା ପାଇଁ ଫାଉଣ୍ଟେନ୍ ଇତ୍ୟାଦିର ନିର୍ମାଣ କରାଯାଉଛି।  ନଦୀ, ପୋଖରୀ, ପାର୍କ ଇତ୍ୟାଦିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଫାଉଣ୍ଟେନ  ନିର୍ମାଣ କରାଯାଇଥାଏ।  କିଛି ସ୍ଥାନରେ ତ ଫାଉଣ୍ଟେନରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋର ମଧ୍ୟ ଆୟୋଜନ କରାଯାଇଥାଏ

hospital Girl Child
ଏହି ମେଡିକାଲରେ ଝିଅ ଜନ୍ମ ହେଲେ ଦେବାକୁ ପଡ଼ିବ ନାହିଁ କୌଣସି ଶୁଳ୍କ

ଡାକ୍ତରଖାନା କର୍ତ୍ତୃପକ୍ଷ ଦେଖାଇଲେ ମହାନତା। ଏମିତି କିଛି ଘୋଷଣା କଲେ ଯାହାକୁ ନେଇ ସାରା ଦେଶରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ପଡ଼ୋଶୀ ଛତିଶଗଡ଼ର ରାଜଧାନୀ ରାୟପୁରରେ ଥିବା ଶ୍ରୀ ବାଲାଜୀ ସୁପର ସ୍ପେଶିଆଲଟି ହସ୍ପିଟାଲ ପକ୍ଷରୁ ବିଶେଷ ଘୋଷଣା କରାଯାଇଛି

office-Holiday
ଏଣିକି ସପ୍ତାହକୁ ଆପଣ କରିବେ ୪ ଦିନ କାମ, ଆଉ ବାକି ୩ ଦିନ ଛୁଟି

ଖୁବଶୀଘ୍ର କେନ୍ଦ୍ର ବିଭିନ୍ନ କର୍ମଚାରୀଙ୍କ ପାଇଁ ନେଇପାରେ ବଡ଼ ନିଷ୍ପତ୍ତି। କେନ୍ଦ୍ର ସରକାର ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ରହିଛି । ଏଥିରେ ଗୋଟିଏ ସପ୍ତାହରେ ଜଣେ ବ୍ୟକ୍ତି ସର୍ବାଧିକ ୪୮ ଘଣ୍ଟା କାମ କରିବ ବୋଲି ପ୍ରସ୍ତାବ ଦିଆଯାଇଛି । ଏହାସହ ଅନେକ ନିୟମରେ ସରକାର କୋହଳ କରିବା ନେଇ ଅନୁମାନ କରାଯାଉଛି ।

RBI
ଚିରା ଆଉ ଫଟା ନୋଟ୍‌ ବଦଳରେ ଏଣିକି ମିଳିବ ଟଙ୍କା?

ଚିରାଫଟା ନୋଟ୍ ଆପଣଙ୍କ ପାଖରେ ରହିଛି କି? ଏହି ସବୁ ଟଙ୍କା  ଲାଗି ଆପଣ ଚିନ୍ତାରେ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। କାରଣ ଏଣିକି ଅତିସହଜରେ ଆପଣ ବି ଚିରାଫଟା ନୋଟ୍‌ ଅତି ସହଜରେ ବଦଳାଇପାରିବେ। ଜାଣିରଖନ୍ତୁ ଯେ, କେତେ ପରିମାଣରେ ନୋଟ ଚିରାଥିଲେ ଆପଣ ଅତି ସହଜରେ ସେହି ଟଙ୍କାକୁ ଫେରାଇ ପାରିବେ ଓ ସମ ପରିମାଣରେ ଟଙ୍କା ବି ପାଇପାରିବେ?

couple-skiing
ବରଫ ଉପରେ ଦୁଃସାହସିକ କ୍ରୀଡ଼ା : ଧୋତି ଆଉ ଶାଢ଼ି ପିନ୍ଧି ବରଫ ଉପରେ ସ୍କିଂ କଲେ ଭାରତୀୟ ଦମ୍ପତି

ବରଫ ଉପରେ ଦୁଃସାହାସିକ କ୍ରୀଡା। ଧୋତି ଓ ଶାଢ଼ି ପିନ୍ଧି ବରଫ ଉପରେ ସ୍କିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷ ସ୍କିଂ କରିଛନ୍ତି ଭାରତୀୟ ଦମ୍ପତି।ଆମେରିକାରେ ରହୁଥିବା ଭାରତୀୟ ଦମ୍ପତି ଦିବ୍ୟା ଓ ମଧୁଙ୍କର ଏହି ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି, ଯାହାକୁ ବେଶ୍ ପସନ୍ଦ କରୁଛନ୍ତି ୟୁଜର। ସଫେଦ ବରଫ ଉପରେ ଦୁଃସାହସିକ କ୍ରୀଡ଼ା, ତା ପୁଣି ଭାରତୀୟ ପାରମ୍ପରିକ ପରିପାଟୀରେ। ଯୁଗ ବଦଳିବା ସହ ଲୋକମାନଙ୍କ ପିନ୍ଧିବା ଶୈଳୀ ବଦଳିଯାଉଛି। […]

smart pohen
ରାତି ଶୋଇବା ବେଳେ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି କି?

ମାନସିକ ଚାପ ବୃଦ୍ଧି କରିପାରେ ସ୍ମାର୍ଟ ଫୋନ୍। ଏମିତି ରିପୋର୍ଟ ଆସିବା ପରେ ସାଧାରଣ ଭାବରେ ଆପଣମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଟେନସନ ଫ୍ରୀରେ ରହିବା ଲାଗି ସ୍ମାର୍ଟ ଫୋନରେ କିଏ ଗେମ୍ ତ କିଏ ସୋସିଆଲ ମିଡ଼ିଆରେ ନିଜକୁ ବ୍ୟସ୍ତ ରଖେ ତ ପୁଣି ଆଉ କିଏ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ମାର୍ଟ ଫୋନ ବ୍ୟବହାର କରନ୍ତି।

basanta-panchami
ଜାଣନ୍ତି ମା’ ସରସ୍ୱତୀ କିଏ ? କ’ଣ ତାଙ୍କର ପରିଚୟ ?

ଆଜି ସରସ୍ୱତୀ ପୂଜା। କୋଭିଡ କଟକଣା ଭିତରେ ସରସ୍ୱତୀ ପୂଜାର ଉତ୍ସାହ କମି ଯାଇଥିଲେ ହେଁ ଶିକ୍ଷାନୁଷ୍ଠାନମାନଙ୍କରେ ଯଥାବିଧି ପୂଜା ଅନୁଷ୍ଠିତ ହେଉଛି। ତେବେ ଏଠାରେ ପ୍ରଶ୍ନ ଉଠେ, ମାତା ସରସ୍ୱତୀ କିଏ ? କ’ଣ ତାଙ୍କର ପରିଚୟ ? କେମିତି ହେଲା ତାଙ୍କର ଆବିର୍ଭାବ ? ଆସନ୍ତୁ ଜାଣିବା, ମା’ ବାଗ୍‌ଦେବୀଙ୍କ ବିଷୟରେ ପୌରାଣକ ବ୍ୟାଖ୍ୟା। ବ୍ରହ୍ମାଙ୍କ ପତ୍ନୀଙ୍କ ନାମ ସାବିତ୍ରୀ ଦେବୀ ଅଟେ। ବ୍ରହ୍ମା ଅନ୍ୟ ଜଣେ ଦେବୀଙ୍କୁ ବିବାହ କରିଥିଲେ। ତାଙ୍କ ନାମ […]

maa saraswati
କେମିତି ଆବିର୍ଭାବ ହେଲେ ବାଗ୍‌ ଦେବୀ ମା’ ସରସ୍ୱତୀ ?

ଭୁବନେଶ୍ୱର: ଆଜି ଶ୍ରୀପଞ୍ଚମୀ। ବିଦ୍ୟାଦେତ୍ରୀ ମା’ ସରସ୍ୱତୀଙ୍କ ଆରାଧନାର ଦିବସ।  ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ହିନ୍ଦୁ ଧର୍ମରେ ଏକ ସ୍ୱତନ୍ତ୍ର ମହତ୍ୱ ରଖେ। ଏହି ସ୍ୱତନ୍ତ୍ର ଦିନରେ ବିଦ୍ୟା ଦେବୀ ମା’ ସରସ୍ୱତୀ ପୂଜା, ଆରାଧନା କରାଯାଇଥାଏ। ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପୂଜା କରାଯାଇଥାଏ। କାହିଁକି ମା’ ସରସ୍ୱତୀଙ୍କ ପୂଜା କରାଯାଏ ? କିଏ ଏହି ପୂଜା ପ୍ରଥମେ କରିଥିଲେ ଓ କାହିଁକି କରିଥିଲେ ଏହାକୁ ନେଇ ଅନେକ କାହାଣୀ […]