ରାସ୍ତା ତଳକୁ ଖସିଲା ବିଜେପିର ପ୍ରଚାର ଗାଡ଼ି

ସୋନପୁର: ସୋନପୁର-ବୀରମହାରାଜପୁର ପଣ୍ଡିଆପାଲି ନିକଟରେ ଦୁର୍ଘଟଣା ଘଟିଛି। ରାସ୍ତା ତଳକୁ ବିଜେପିର ପ୍ରଚାର ଗାଡ଼ି ଖସିପଡ଼ିଛି।
ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କ ସମେତ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।

You might also like