ସେଲ୍‌ଫି ନେବାବେଳେ ଭାସିଗଲେ ଯୁବକ

କଟକ  : ମହଙ୍ଗାପଡ଼ିଲା ସେଲଫି। ଆନନ୍ଦପୁର ବ୍ୟାରେଜର ବୈତରଣୀ ନଦୀରେ ସେଲଫି ନେବା ବେଳେ ଭାସିଗଲେ ଯୁବକ। କଟକ ବୋଷ ଇଞ୍ଜିନିୟରିଂ କଲେଜରୁ ଘଟଗାଁ ବୁଲି ଆସିଥିବା ତିନି ଜଣ ଯୁବକ ଆନନ୍ଦପୁର ବ୍ୟାରେଜ ବୁଲିବାକୁ ଯାଇଥିଲେ।
ସେଠାରେ ସେଲଫି ନେବାବେଳେ ଜଣେ ଯୁବକ ଭାସିଯାଇଥିଲେ। ଏ ନେଇ ଖବର ପାଇବାପରେ ଆନନ୍ଦପୁର ଦମକଳ ବାହିନୀ ଯୁବକର ଉଦ୍ଧାର କାମରେ ଲାଗିଛି। ହେଲେ ପତ୍ତା ମିଳିନି।

You might also like