• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଯୁବତୀଙ୍କୁ କରୋନା କହି କମେଣ୍ଟ ମାରିବା ମହଙ୍ଗା ପଡ଼ିଲା। କମେଣ୍ଟ ମାରିଥିବା ଯୁବକଙ୍କୁ ନିସ୍ତୁକ ପିଟିଲେ କିଛି ଗ୍ରାହକ। ସିସିଟିଭିରେ କଏଦ୍‌ ହେଲା ଏହି ସମୟର ଦୃଶ୍ୟ। ଘଟଣା ଘଟିଛି ଭୁବନେଶ୍ୱର କଳ୍ପନା ଛକ ସ୍ଥିତ ଏକ ପେଟ୍ରୋଲ ପମ୍ପରେ।

ଗତକାଲି ରାତିରେ ତିନିଜଣ ଯୁବକ ପେଟ୍ରୋଲ ପମ୍ପରେ ଠିଆ ହୋଇଥିବାବେଳେ ତେଲ ପକାଇବାକୁ ଆସିଥିବା ୩ ଜଣ ଯୁବତୀଙ୍କୁ କରୋନା କହି କମେଣ୍ଟ କରିଥିଲେ। ଯୁବତୀମାନେ ଏହାକୁ ପ୍ରତିବାଦ କଲାରୁ ଯୁବକମାନେ ସେମାନଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।

କିଛି ଗ୍ରାହକ ଏହା ଦେଖି କମେଣ୍ଟ ମାରିଥିବା ଯୁବକଙ୍କୁ ନିସ୍ତୁକ ପିଟିଥିଲେ। ଏହି ଘଟଣାରେ ତିନୋଟି ମାମଲା ରୁଜୁ ହୋଇଛି। ଯୁବତୀ ଓ ପେଟ୍ରୋଲ ଟାଙ୍କି ତରଫରୁ ମାମଲା ହୋଇଥିବାବେଳେ ଯେଉଁ ବ୍ୟକ୍ତିମାନେ କମେଣ୍ଟ ମାରି ମାଡ଼ ଖାଇଥିଲେ, ସେମାନଙ୍କ ତରଫରୁ ବି ମାମଲା ଦିଆଯାଇଛି।

Youth-beaten-up-for-passing-comment-on-girls-called-corona-virus
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories