ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଗିରଫ। ବାହାଘରର ପ୍ରଲୋଭନ ଦେଖାଇ ଯୁବକ ଜଣକ ଯୁବତୀଙ୍କୁ ନେଇ ୪ ମାସ ତଳେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଖଇରା ଥାନା ପୁଲିସ ଯୁବକଙ୍କୁ ଗିରଫ କରିଛି।

ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ପୁଲିସ  ଅଭିଯୁକ୍ତ ଯୁବକକୁ ଗିରଫ କରିଛି।        

You might also like