ରାଜ୍ୟ ସରକାରଙ୍କ ପାଠ୍ୟ ପୁସ୍ତକରେ ତ୍ରୁଟି

ନୟାଗଡ଼: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ପାଠ୍ୟ ପୁସ୍ତକରେ ତ୍ରୁଟି। ତୃତୀୟ ଓ ନବମ ଶ୍ରେଣୀ ସାହିତ୍ୟ ବହିରେ ଏଭଳି କିଛି ତଥ୍ୟଗତ ଭୁଲ୍ ଦେଖିବାକୁ ମିଳିଛି।

ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପ୍ରକାଶିତ ତୃତୀୟ ଶ୍ରେଣୀ ସାହିତ୍ୟ ବହିରେ ଏଭଳି ଏକ ତ୍ରୁଟି ଅଛି। ବହିର ୩୨ ନମ୍ବର ପୃଷ୍ଠାରେ ଥିବା ତୁଳସୀ ଦୁଇ ପତ୍ରରୁ ବାସେ ଅଧ୍ୟାୟରେ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ବାପାଙ୍କ ନାଁ ଶ୍ୟାମ ସୁନ୍ଦର ସିଂ ଲେଖାଯାଇଛି। ପ୍ରକୃତରେ ପଠାଣି ସାମନ୍ତଙ୍କ ବାପାଙ୍କ ନାଁ ଶ୍ୟାମବନ୍ଧୁ ସିଂ ସାମନ୍ତ।

ସେହିପରି ନବମ ଶ୍ରେଣୀ ସାହିତ୍ୟ ଧାରା ବହିର ୯୭ ପୃଷ୍ଠାରେ ଭୀମ ଭୋଇଙ୍କୁ ସନ୍ଥକବି ବଦଳରେ ଭକ୍ତ କବି ବୋଲି ଲେଖାଯାଇଛି। ଭକ୍ତ କବି ମଧୁସୂଦନ ରାଓ ହୋଇଥିବାବେଳେ ଭୀମ ଭୋଇଙ୍କୁ ଭକ୍ତ କବି ଲେଖାଯାଇଛି। ଏଭଳି ଭୁଲ୍‌ ତଥ୍ୟ ଦ୍ୱାରା କୋମଳମତି ଶିଶୁ ଭୁଲ୍ କଥା ଶିଖିବେ ବୋଲି  ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

You might also like