ସିଡିପିଓ ଓ ବିଡିଓଙ୍କ ଅଫିସ ଆଗରେ ମହିଳାଙ୍କ ନାରାବାଜି

ମିଶନ ଶକ୍ତି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ମହିଳା ସଂଘକୁ ଦୁର୍ବ୍ୟବହାର ପ୍ରସଙ୍ଗ

ବ୍ରହ୍ମଗିରି : ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ୍‌ ମହିଳା ଫେଡେରେସନ ଶକ୍ତିରୂପା ମହିଳା ମହାସଂଘର ସଦସ୍ୟାଙ୍କୁ ଦୁର୍ବ୍ୟବହାର। ଏହାର ପ୍ରତିବାଦରେ ସିଡିପିଓ ଓ ବିଡ଼ିଓଙ୍କ ଅଫିସ ଘେରିଲେ ମହିଳା।

କେବେଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ, ପ୍ରତି ବ୍ଲକ୍‌ ମହିଳା ଫେଡେରେସନକୁ ଘୋଷଣା କରିଥିବା ୨୫ ଲକ୍ଷ ଟଙ୍କାର ଅନୁଦାନ ଶକ୍ତିରୂପା ମହିଳା ମହାସଂଘକୁ ପ୍ରଦାନ କରାଯାଇନଥିବାରୁ ମହିଳା ଏହାର ପ୍ରତିବାଦ କରିଛନ୍ତି।

ବ୍ରହ୍ମଗିରିର ଶକ୍ତିରୂପା ମହିଳା ମହାସଂଘକୁ ଅନୁଦାନରୁ ବଞ୍ଚିତ କରିବା ନେଇ ସ୍ଥାନୀୟ ବିଧାୟକ ସଞ୍ଜୟ ଦାସ ବର୍ମାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ମହିଳା। ତାଙ୍କ ନିର୍ଦ୍ଦେଶରେ ଏଭଳି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ବ୍ଲକ୍‌ ପ୍ରଶାସନ କିମ୍ବା ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନି।

 

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like