ମହିଳାଙ୍କୁ ଦଳି ଦେଲା ଦନ୍ତା

ଛତୁ ତୋଳିବାକୁ ଯାଇଥିଲେ ମହିଳା

କେନ୍ଦୁଝର  : ଦଳି ଦେଲା ଦନ୍ତା । କେନ୍ଦୁଝର ରେଞ୍ଜ ସେଣ୍ଟକାପ୍ ଅଞ୍ଚଳରେ ହାତୀର ତାଣ୍ଡବ । ଅାଜି ସକାଳୁ ଛତୁ ଅାଣିବାକୁ ଜଙ୍ଗଲ ଯାଇଥିଲେ ଜଣେ ମହିଳା । ଏହି ସମୟରେ ଦନ୍ତା ହାତୀ ତାଙ୍କୁ ଅାକ୍ରମଣ କରିଥିଲା । ଗଛରେ ପିଟି ମହିଳାଙ୍କୁ ପିଟି ମାରି ଦେଇଛି ହାତୀ ।

ମୃତ ମହିଳା ଜଣଙ୍କ ସେଣ୍ଟକାପ୍ ଅଞ୍ଚଳର । ପୁଲିସ ଏବଂ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅାରମ୍ଭ କରିଛି ।

You might also like