କୁଅାଖାଇ ନଦୀକୁ ଡେଇଁ ମହିଳାଙ୍କ ଅାତ୍ମହତ୍ୟା ଉଦ୍ୟମ
କଟକ : କୁଅାଖାଇ ନଦୀକୁ ଡେଇଁ ମହିଳାଙ୍କ ଅାତ୍ମହତ୍ୟା ଉଦ୍ୟମ ବେଳେ ଅଳ୍ପକେ ବର୍ତ୍ତିଲେ ମହିଳା। କୁଅାଖାଇରୁ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ମହିଳା ଜଣଙ୍କ ଜୀବିତ ଥିବାବେଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।
ଆହୁରି ପଢ଼ନ୍ତୁ
ମହିଳାଙ୍କର ପରିଚୟ ମିଳିନଥିବା ବେଳେ ସେ କାହିଁକି ଅାତ୍ମହତ୍ୟା ପାଇଁ ଡେଇଁଲେ, ଏହା ପଛରେ ରହସ୍ୟ କଣ ରହିଛି। ସେନେଇ ପୁଲିସ ଖୋଲତାଡ ଚଳାଇଛି। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ମହିଳାଙ୍କୁ ଏନେଇ ପଚରା ଉଚାରା କରାଯିବ ବୋଲି ପୁଲିସ କହିଛି।