ଡାକ୍ତର ଫେରାଇ ଦେଲା ପରେ ରାସ୍ତାରେ ପ୍ରସବ କଲେ ମହିଳା

କେନ୍ଦ୍ରାପଡ଼ା: ଡାକ୍ତର ଫେରାଇ ଦେଲା ପରେ ରାସ୍ତାରେ ପ୍ରସବ କଲେ ମହିଳା। କେନ୍ଦ୍ରାପଡ଼ା ମେଡିକାଲ୍‌କୁ ଯାଇଥିଲେ ପ୍ରସବ ବେଦନାରେ ଥିବା ମହିଳା। ଡେରାବିଶ ନେତୁଆ ଗାଁର ଘଟିଛି ଏଭଳି ଘଟଣା। ଏହି ଗାଁର ଜଣେ ପ୍ରସୂତି ମହିଳା ଗର୍ଭ ଯନ୍ତ୍ରଣା ହେବା ପରେ ସେ ନିକଟସ୍ତ ମେଡିକାଲକୁ ଯାଇଥିଲେ। ତେବେ ଡାକ୍ତର ତାଙ୍କ ପ୍ରସବ ସମୟ ହୋଇନଥିବା କହି ଫେରାଇ ଦେଇଥିବା ଅଭିଯୋଗ ହୋଇଛି।

ସ୍ୱାମୀ ଓ ଆଶା କର୍ମୀଙ୍କ ସହ ବାଇକରେ ଫେରୁଥିବା ବେଳେ ରାସ୍ତାରେ ତିଳୋତ୍ତମାପୁର ନିକଟରେ ପ୍ରସବ କରିଥିଲେ ମହିଳା ଜଣକ। ଗୁରତର ଅବସ୍ଥାରେ ମହିଳାଙ୍କୁ ରାସ୍ତାକଡ଼ରୁ ହସ୍ପିଟାଲ ନିଆଯାଇଥିଲା।

ଆହୁରି ପଢ଼ନ୍ତୁ

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି

ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

You might also like