ସାପ କାମୁଡ଼ାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କେଣ୍ଡାପାଲ୍ଲୀ ଗାଁରେ ସାପ କାମୁଡ଼ାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ମୃତକ ହେଲେ କେଣ୍ଡାପାଲ୍ଲୀ ଗାଁର ଯୋଡ଼ି ସୁକି। ଗତ ରାତିରେ ଶୋଇଥିବା ବେଳେ ଉଭୟଙ୍କୁ ସାପ କାମୁଡ଼ିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଏମଭି-୭୯ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ସ୍ତ୍ରୀକୁ ମୃତ ଘୋଷଣା କରିଥିବା ବେଳେ ସ୍ୱାମୀକୁ କାଲିମେଳା ମେଡ଼ିକାଲକୁ ରେଫର କରିଛନ୍ତି।