• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆସିକା: ଲଭ, ସେକ୍ସ, ଧୋକା। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ପ୍ରେମିକ କେଉଁଆଡ଼େ ଫେରାର ହୋଇଯାଛି। ଶେଷରେ କିଛି ଉପାୟ ନ ପାଇ ପ୍ରେମିକ ଘର ଆଗରେ ପ୍ରେମିକା ଧାରଣା ଦେଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ଟଙ୍କାଛାଇ ଗାଁରେ।

ଅଭିଯୋଗ ଅନୁସାରେ, ଜଣେ ବିବାହିତ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥଲେ। ଏପରିକି ଉଭୟେ ବହୁ ଦିନ ହେଲା ଏକାଠି ମଧ୍ୟ ରହୁଥିଲେ। ଗାଁରୁ ବାହାରକୁ ଯାଇ ଅନ୍ୟତ୍ର ରହିବାକୁ ଯୋଜନା ବି କରିଥିଲେ। ହେଲେ ଯୁବକ ଜଣକ ତାଙ୍କୁ ଧୋକା ଦେଇ ଗାଁରୁ ଫେରାର ହୋଇ ଯାଇଛନ୍ତି।

ଏହାପରେ ଉକ୍ତ ମହିଳା ଜଣକ ଯୁବକଙ୍କ ଘର ଆଗରେ ତିନି ଦିନ ହେବ ଧାରଣା ଦେଇଛନ୍ତି। ନ୍ୟାୟ ମିଳିବା ଦାବିରେ ମହିଳା ଜଣକ ସମ୍ପୃକ୍ତ ଯୁବକଙ୍କ ଘର ବାହାର ବାରଣ୍ଡାରେ ରହୁଛନ୍ତି। ଖାଇବା, ପିଇବାଠୁ ଆରମ୍ଭ କରି ଦିନ, ରାତି ସେଇଠି ହିଁ କାଟୁଛନ୍ତି।

Woman-betrayed-by-love-in-ganjam
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories