• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଉଦଳା: ମୟୂରଭଞ୍ଜ କପ୍ତିପଦାରେ ବଧୂ ହତ୍ୟା ଅଭିଯୋଗ। କପ୍ତିପଦା ଥାନା ପୋଟଳଡିହା ଗାଁରେ ବଳରାମ ମହାପାତ୍ରଙ୍କ ପତ୍ନୀ ସସ୍ମିତାଙ୍କୁ ଶାଶୁ ଘର ଲୋକେ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ସସ୍ମିତାଙ୍କ ବାପଘର ଲୋକେ ଥାନାରେ ଏତଲା ଦେଇଛନ୍ତି।

ସେମାନଙ୍କ ଅଭିଯୋଗ ଅନୁସାରେ, ବଳରାମଙ୍କ ଅନ୍ୟ ଜଣେ ଅନ୍ୟ କାହା ସହ ସମ୍ପର୍କ ଥିବାରୁ ଏହାକୁ ନେଇ ସସ୍ମିତାଙ୍କ ସହ ଅନେକ ଥର ଝଗଡ଼ା ହୋଇଥିଲା। ଯାହାକୁ ନେଇ ବଳରାମ ସସ୍ମିତାଙ୍କୁ ହତ୍ୟା ପରେ କୂଅରେ ଫିଙ୍ଗି ଦେଇଛନ୍ତି। ତାଙ୍କ ଦେହରେ ବହୁ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ। ସେପଟେ ଏଭଳି ଅଭିଯୋଗକୁ ସସ୍ମିତାଙ୍କ ସ୍ୱାମୀ ଖଣ୍ଡନ କରିବା ସହ କୂଅରୁ ପାଣି କାଢ଼ିବା ବେଳେ ଦୁର୍ଘଟଣାବଶତଃ ପଡ଼ିଯାଇଥିବା କହିଛନ୍ତି। ମାମଲା ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି।

Woman-allegedly-killed-by-husband-in-kaptipada
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories