• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ମାତ୍ର ୫ ଦିନ ମଧ୍ୟରେ ସରିଗଲା ବିଧାନସଭାର ଶୀତକାଳୀନ ଅଧିବେଶନ। ଅାଜି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ପ୍ରଦୀପ ଅମାତ। ନଭେମ୍ବର ୧୬ରୁ ଅାରମ୍ଭ ହୋଇଥିବା ଅଧିବେଶନ ଡିସେମ୍ବର ୧୫ ଯାଏଁ ଚାଲିବା ପାଇଁ ଧାର୍ଯ୍ୟ ହୋଇଥିଲା।

ଢେଙ୍କାନାଳ ବଳରାମପୁରରେ ବିୟର ଫ୍ୟାକ୍‌ଟ୍ରି ପାଇଁ ଗଛକଟା ପ୍ରସଙ୍ଗ ଏବଂ ଚାଷୀ ସମସ୍ୟା ଅାଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହୋ ହଲ୍ଲା ହୋଇଥିଲା। ତେବେ ୨୩ଟି କାର୍ଯ୍ୟଦିବସୀୟ ଅଧିବେଶନ ମାତ୍ର ୫ ଦିନ ମଧ୍ୟରେ କାହିଁକି ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ହେଲା, ତାକୁ ନେଇ ବିରୋଧୀ ପ୍ରଶ୍ନ କରିବା ସହ ସରକାରଙ୍କୁ ସମାଲୋଚନା କରିଛନ୍ତି। ଗୃହକୁ ମୁଲତବୀ ପୂର୍ବରୁ ବିଜେପି କକ୍ଷତ୍ୟାଗ କରିଥିଲା।

Winter-session-of-odisha-assembly-adjourned-sine-die-ahead-of-its-schedule
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories