ଜଗତସିଂହପୁର ଜିଲ୍ଲା ରଘୁନାଥପୁରରେ ମଦ ବିରୋଧୀ ଆନ୍ଦୋଳନ
ଜଗତସିଂହପୁର : ପୁଣି ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଜଗତସିଂହପୁର ଜିଲ୍ଲା ରଘୁନାଥପୁରରେ ଚୋରା ମଦ କାରବାର ବନ୍ଦ ତଥା ଓଡ଼ିଶାକୁ ମଦମୁକ୍ତ ରାଜ୍ୟ ଘୋଷଣା ଦାବି ନେଇ ଆନ୍ଦୋଳନ। ଓଡ଼ିଶା ନିଶା ନିବାରଣ ଅଭିଯାନ ଓ ନବନିର୍ମାଣ ସମିତି ତରଫରୁ ଆୟୋଜିତ ଏହି ଆନ୍ଦୋଳନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ମଦ୍ୟପାନର କୁପ୍ରଭାବରେ ସାମାଜିକ ଜୀବନ ପ୍ରଭାବିତ ହେଉଛି; ତେଣୁ ମଦମୁକ୍ତ ଓଡିଶା ଗଠନ କରିବାକୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି […]
ଜଗତସିଂହପୁର : ପୁଣି ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଜଗତସିଂହପୁର ଜିଲ୍ଲା ରଘୁନାଥପୁରରେ ଚୋରା ମଦ କାରବାର ବନ୍ଦ ତଥା ଓଡ଼ିଶାକୁ ମଦମୁକ୍ତ ରାଜ୍ୟ ଘୋଷଣା ଦାବି ନେଇ ଆନ୍ଦୋଳନ।
ଓଡ଼ିଶା ନିଶା ନିବାରଣ ଅଭିଯାନ ଓ ନବନିର୍ମାଣ ସମିତି ତରଫରୁ ଆୟୋଜିତ ଏହି ଆନ୍ଦୋଳନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ମଦ୍ୟପାନର କୁପ୍ରଭାବରେ ସାମାଜିକ ଜୀବନ ପ୍ରଭାବିତ ହେଉଛି; ତେଣୁ ମଦମୁକ୍ତ ଓଡିଶା ଗଠନ କରିବାକୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି।