୨ ସପ୍ତାହ ଭିତରେ ଧରାପଡିବ କି ପରୀର ହତ୍ୟାକାରୀ ?

କାହିଁକି ୨ ସପ୍ତାହ ସମ ମାଗିଲେ ଅରୁଣ ବେ।ଥ୍ରା ?

ଭୁବନେଶ୍ୱର : କୁନି ଝିଅ ପରୀ ହତ୍ୟା ଘଟଣାରେ ଉଠୁଛି ପଡୁଛି ସାରା ରାଜ୍ୟ । ଛେ।ଟ ଝିଅକୁ ନ୍ୟାୟ ଦେବା ଲାଗି ସବୁଆଡେ ଏକା ସ୍ୱର ଦେଖିବାକୁ ମିଳିଛି ।  ତେବେ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଘଟଣାରେ ଜେ।ରଦାର ହେ।ଇଛି ଏସଆଇଟି ତଦନ୍ତ । ମାମଲାରେ ବାବୁଲି ନାୟକଙ୍କୁ ତଦନ୍ତକାରୀ ସଂସ୍ଥା ପଚରାଉଚରା କରିଛି । କେବଳ ଏତିକି ନୁହେଁ ବରଂ ବାବୁଲି ନାୟକଙ୍କ ଘର ଯାଞ୍ଚ ବି କରିଛି । ତେବେ ଏହି ସମୟରେ ବିଜୟ ବେହେରାଙ୍କୁ ବି ଆଣିଛି ଏସଆଇଟି ।

କାରଣ ପୂରା ଘଟଣାରେ ବାବୁଲିର ହାତ ଥିବା ପୂର୍ବରୁ ପରୀର ପରିବାର ଲେଆକ ଅଭିଯେ।ଗ କରିଛନ୍ତି ।  ପରୀ ପରିବାରର ଲେ।କଙ୍କ ଅଭିଯେ।ଗ ପରେ ବାବୁଲିକୁ ନେଇ ଅଧିକ ଖେ।ଳତାଡ କରାଯାଉଛି । ତେବେ ଘଟଣା ଦିନ ସେ କେଉଁଠାରେ ଥିଲା ତାହାକୁ ନେଇ ତନାଘନା ବି କରାଯାଉଛି । ତେବେ ଘଟଣାରେ ଦେ।ଷୀ କିଏ ତାହାକୁ ଧରିବାକୁ ଜେ।ରଦାର ଉଦ୍ୟମ କରୁଛି ଏସଆଇସି । ତେବେ ପୂରା ଘଟଣାରେ ଖିଅ କାଢିବାକୁ ୨ ସପ୍ତାହ ସମୟ ଦେବାକୁ କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବେ।ଥ୍ରା।

You might also like