• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର : କୁନି ଝିଅ ପରୀ ହତ୍ୟା ଘଟଣାରେ ଉଠୁଛି ପଡୁଛି ସାରା ରାଜ୍ୟ । ଛେ।ଟ ଝିଅକୁ ନ୍ୟାୟ ଦେବା ଲାଗି ସବୁଆଡେ ଏକା ସ୍ୱର ଦେଖିବାକୁ ମିଳିଛି ।  ତେବେ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଘଟଣାରେ ଜେ।ରଦାର ହେ।ଇଛି ଏସଆଇଟି ତଦନ୍ତ । ମାମଲାରେ ବାବୁଲି ନାୟକଙ୍କୁ ତଦନ୍ତକାରୀ ସଂସ୍ଥା ପଚରାଉଚରା କରିଛି । କେବଳ ଏତିକି ନୁହେଁ ବରଂ ବାବୁଲି ନାୟକଙ୍କ ଘର ଯାଞ୍ଚ ବି କରିଛି । ତେବେ ଏହି ସମୟରେ ବିଜୟ ବେହେରାଙ୍କୁ ବି ଆଣିଛି ଏସଆଇଟି ।

କାରଣ ପୂରା ଘଟଣାରେ ବାବୁଲିର ହାତ ଥିବା ପୂର୍ବରୁ ପରୀର ପରିବାର ଲେଆକ ଅଭିଯେ।ଗ କରିଛନ୍ତି ।  ପରୀ ପରିବାରର ଲେ।କଙ୍କ ଅଭିଯେ।ଗ ପରେ ବାବୁଲିକୁ ନେଇ ଅଧିକ ଖେ।ଳତାଡ କରାଯାଉଛି । ତେବେ ଘଟଣା ଦିନ ସେ କେଉଁଠାରେ ଥିଲା ତାହାକୁ ନେଇ ତନାଘନା ବି କରାଯାଉଛି । ତେବେ ଘଟଣାରେ ଦେ।ଷୀ କିଏ ତାହାକୁ ଧରିବାକୁ ଜେ।ରଦାର ଉଦ୍ୟମ କରୁଛି ଏସଆଇସି । ତେବେ ପୂରା ଘଟଣାରେ ଖିଅ କାଢିବାକୁ ୨ ସପ୍ତାହ ସମୟ ଦେବାକୁ କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବେ।ଥ୍ରା।

Will-the-fairy-killer-be-caught-in-2-weeks
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories