• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କଟକ: କରୋନା କଟକଣା ସମୟରେ କଟକ ସହରରେ ସକାଳ ୭ରୁ ୧୧ଟା ଯାଏ ଖୋଲିବ ହୋଲସେଲ୍ ଓ ରିଟେଲ ଦୋକାନ। ସେହିଭଳି ଗଳି ଦୋକାନ, ଗୋଟିକିଆ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ସିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସବୁ ଦୋକାନ ୩ ଫୁଟର ସାମାଜିକ ଦୂରତ୍ୱ ବଜାୟ ରଖିବା ଜରୁରୀ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିଭଳି ଦୋକାନ ଖୋଲିବା ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି।

ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି। ତେବେ ପୋଷାକ, ଇଲେକ୍ଟ୍ରୋନିକ୍ସ ସିଙ୍ଗଲ/ମଲ୍ଟି ବ୍ରାଣ୍ଡ ମଲ୍ ଖୋଲିବନି ବୋଲି ସ୍ପଷ୍ଟ କରାଯାଇଛି।

What-are-restriction-for-cuttack-city
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories