ଖୋର୍ଦ୍ଧାରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ଯୋଗାଣ ଆରମ୍ଭ

ଖୋର୍ଦ୍ଧା : ଖୋର୍ଦ୍ଧାରେ ପାଣି ଯୋଗାଣ ଆରମ୍ଭ କରିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜେନେରେଟର ଏବଂ ପାଣିଟାଙ୍କିର ବ୍ୟବସ୍ଥା କରାଯାଇଛି। ଆଜିଠାରୁ ଖୋର୍ଦ୍ଧା ମ୍ୟୁନିସପାଲଟିର ୨୦ଟି ୱାର୍ଡରେ ପାଣି ଯୋଗାଣର ବ୍ୟବସ୍ଥା କରାଯାଇଛି।

ତେବେ ରାତି ସୁଦ୍ଧା ଯଦି ମୁଣ୍ଡଳୀରେ ଥିବା ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପୁନଃ କାର୍ଯ୍ୟକ୍ଷମ ହୋଇଯାଏ, ତେବେ ଆସନ୍ତାକାଲିଠୁ ପାଣି ସମସ୍ୟା ଆଉ ରହିବନି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର SDO।

ଆହୁରି ପଢ଼ନ୍ତୁ

You might also like