ପାଣି ମୁନ୍ଦାଏ ପାଇଁ ଡହଳବିକଳ ରାଜଧାନୀ ବାସିନ୍ଦା

ଭୁବନେଶ୍ୱର : ବାତ୍ୟା ଫୋନି ପରେ ଦୁର୍ଦ୍ଦଶା ବଢ଼ାଇଛି ପାଣି ସମସ୍ୟା। ପାଣି ମୁନ୍ଦାଏ ପାଇଁ ରାଜଧାନୀ ଭୁବନେଶ୍ୱରରେ ଡ଼ହଳବିକଳ ହେଉଛନ୍ତି ଲୋକେ। ଦାମ୍‌ ଅଧିକ ହେଲେ ବି ଲୋକେ ବାଧ୍ୟ ହେଉଛନ୍ତି ଜେନେରେଟର ଭଡ଼ାରେ ନେଇ ପାଣି ଟାଙ୍କିକୁ ପାଣି ଉଠାଇବାକୁ।

ଅନେକ ଲୋକ କାର୍‌ରେ ମଧ୍ୟ ପାଣି ବୋହୁଥିବା ଦେଖିବାକୁ ମିଳିଛି। ସେପେଟେ ଯେଉଁଠି ଜେନେରେଟର ଚାଲୁଛି ମୋବାଇଲ ଚାର୍ଜ କରିବାକୁ ଲୋକଙ୍କ ଭିଡ଼ ଲାଗୁଛି।

ଆହୁରି ପଢ଼ନ୍ତୁ

You might also like