• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ କଣ୍ଟାମାଳ-ଘଣ୍ଟାପଡ଼ା ୪୧ ନମ୍ବର ରାଜପଥର ଅଡ଼ାଗୁଡ଼ି ପୋଲ ଉପରେ ୪ ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଛି।

ସେହିପରି ମଲିକୁଦ ବାଞ୍ଜିନାଳ, ଚିଚେନ୍ଦ ପୋଲ ଉପରେ ପ୍ରାୟ ସାଢ଼େ ୩ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ବରଗାଁ, ନାରାୟଣପ୍ରସାଦ, ଉମା, ଖୁଣ୍ଟିଗୋରା, ଖମନମୁଣ୍ଡା, କୁଲତାଯୋର,ଆମ୍ବଗାଁ ଏବଂ ଘଣ୍ଟାପଡ଼ା ପଞ୍ଚାୟତର ୪୦ରୁ ଉର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଛି।

ଗୋଟିଏ ପଟେ ଲଗାଣ ବର୍ଷା ଜାରି ରହିଥିବା ବେଳେ, ଅନ୍ୟପଟେ ତେଲ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଘଣ୍ଟାପଡା, ମଲିକୁଦ, ମାଣିକପୁର ଆଦି ଗାଁରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

 

 

Water-flowing-4-feet-above-odagudi-bridge-in-boudh
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories