ଇଭିଏମ୍‌ ଭାଙ୍ଗିଦେଲେ ଗାଁ ଲୋକେ

ପୁରୀ(ମଧୂସୁଦନ ମିଶ୍ର): ଗୋଟିଏ ଦଳକୁ ଭୋଟ୍ ଦେଲେ ଆଉ ଗୋଟିଏ ଦଳକୁ ଭୋଟ୍‌ ଯାଉଛି। ଏଭଳି ସନ୍ଦେହ ସକାଶେ ଆଜି ଏକ ପୋଲିଂ ବୁଥ୍‌ରେ ଭୋଟରମାନେ ଇଭିଏମ୍‌ ଭଙ୍ଗାରୁଜା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କମାଶାସନ ଅଞ୍ଚଳର ୨୨୨ ନମ୍ବର ବୁଥ୍‌ରେ ଏଭଳି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଭୋଟରଙ୍କ ଅଭିଯୋଗ ଫଳରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ହୋଇଛି।

ଆହୁରି ପଢ଼ନ୍ତୁ

You might also like