ପୋଲିଂ ପାର୍ଟିଙ୍କୁ ତାଲା ପକାଇଲେ ଗ୍ରାମବାସୀ
ମାଲକାନଗିରି : EVM ଟ୍ୟାମ୍ପରିଂ ଅଭିଯୋଗରେ ପୋଲିଂ ପାର୍ଟିଙ୍କୁ ତାଲା ପକାଇଲେ ଗ୍ରାମବାସୀ। ଏହି ଘଟଣା ଘଟିଛି ମାଲକାନଗିରି MPV-୬୫ ଗାଁରେ। ଗାଁର ଏକ ବୁଥ୍ରେ ଆଜି ମତଦାନ ଶେଷ ହେବା ପରେ ପୋଲିଂ କର୍ମଚାରୀମାନେ EVM ଟ୍ୟାମ୍ପରିଂ କରିଥିବା ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ପ୍ରାୟ ୨୦୦ରୁ ଅଧିକ ଲୋକ ଏକାଠି ହୋଇ ବୁଥ୍ ଭିତରେ ପୋଲିଂ କର୍ମଚାରୀଙ୍କୁ ବାହାରୁ ତାଲା ପକାଇଦେଇଥିଲେ। ପୁଲିସ ସେଠାରେ ପହଞ୍ଚି […]
ମାଲକାନଗିରି : EVM ଟ୍ୟାମ୍ପରିଂ ଅଭିଯୋଗରେ ପୋଲିଂ ପାର୍ଟିଙ୍କୁ ତାଲା ପକାଇଲେ ଗ୍ରାମବାସୀ। ଏହି ଘଟଣା ଘଟିଛି ମାଲକାନଗିରି MPV-୬୫ ଗାଁରେ। ଗାଁର ଏକ ବୁଥ୍ରେ ଆଜି ମତଦାନ ଶେଷ ହେବା ପରେ ପୋଲିଂ କର୍ମଚାରୀମାନେ EVM ଟ୍ୟାମ୍ପରିଂ କରିଥିବା ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।
ଏହା ପରେ ପ୍ରାୟ ୨୦୦ରୁ ଅଧିକ ଲୋକ ଏକାଠି ହୋଇ ବୁଥ୍ ଭିତରେ ପୋଲିଂ କର୍ମଚାରୀଙ୍କୁ ବାହାରୁ ତାଲା ପକାଇଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।