ଭିଜିଲାନ୍ସ ଜାଲରେ ଦୁଇ ବରିଷ୍ଠ ଅଧିକାରୀ

କଳାହାଣ୍ଡି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେସିଙ୍ଗା ବ୍ଲକ ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା ଏବଂ ଜଳ ବିଭାଜିକା ଓଭରସିୟର୍ ପୀତବାସ ମହାକୁଡ଼ଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ୩୦ ଜଣିଆ ଟିମ୍‌ ମଦନପୁର-ରାମପୁରରେ ଥିବା ଉଭୟ ଅଧିକାରୀଙ୍କ ଘରେ ଚଢ଼ାଉ କରିଛନ୍ତି।

 

You might also like