ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି

ଉମରକୋଟ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁରର ଝରିଗାଁ ଲ୍ୟାମ୍ପ୍ସ ଏମ୍‌ଡି ମନସାଇ ପନକାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇଛି।

ମନସାଇଙ୍କ ଭରଣ୍ଡିପଡ଼ା, ଉମରକୋଟ ଘର ସହ ଝରିଗାଁ ଅଫିସ୍‌ରେ ମଧ୍ୟ ଚଢ଼ଉ ହୋଇଛି।

ଚଢ଼ଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କିଛି ନଗଦ ଟଙ୍କା ଜବତ କରାଯାଇଛି।

You might also like