• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

କେନ୍ଦୁଝର: ଦିନକୁ ଦିନ ସତର୍କ ହେଉଛନ୍ତି ସାଧାରଣ ଜନତା। ଲାଞ୍ଚୁଆ ଅଫିସର୍‌ଙ୍କ ଖୋଇ ଛଡ଼େଇବାକୁ ଜାଲ ବିଛେଇ ତୟାର ରହୁଛି ଭିଜିଲାନ୍ସ। ଏବେ ପୁଣି ଜଣେ ସରକାରୀ ବାବୁ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ। କେନ୍ଦୁଝର ଜିଲ୍ଲା ସହରପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ବିଭୁତିଭୂଷଣ ପ୍ରଧାନ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ମହ୍ଲାରପଦା କମ୍ୟୁନିଟି ସେଣ୍ଟର ନିର୍ମାଣ କାର୍ଯ୍ୟର ବିଲ୍ କରାଇଦେବା ଲାଗି ଠିକାଦାରଙ୍କଠାରୁ ୭ ହଜାର ୫୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛିନ୍ତି। ଏହାପରେ ତାଙ୍କ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ପୈତୃକ ବାସଭବନରେ ଚଢ଼ଉ କରାଯାଇଛି।

Vigilance-raid-in-kendujhar-saharpada-block-junior-engineer-house
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories