ବ୍ରହ୍ମପୁର DFO ଆଶିଷ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବ୍ରହ୍ମପୁର ଡିଏଫ୍ଓ ଆଶିଷ ବେହେରାଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ । ଡିଏଫ୍ଓ ଆଶିଷ ବେହେରା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିବା ଜଣାପଡ଼ିଛି।

ଡିଏଫ୍ଓ ଆଶିଷ ବେହେରାଙ୍କ ବ୍ରହ୍ମପୁର କାର୍ଯ୍ୟାଳୟ, କ୍ୱାର୍ଟର, ଦିଗପହଣ୍ଡି ରେଞ୍ଜ୍ ଅଫିସ୍ ସମେତ ୯ଟି ଅଞ୍ଚଳରେ ଏକକାଳୀନ ଯାଞ୍ଚ କରୁଛି ଭିଜିଲାନ୍ସ।

You might also like