ଭିଜିଲାନ୍ସ ଜାଲରେ DRDA ପ୍ରୋଗ୍ରାମିଂ ଅଫିସର
ଭଦ୍ରକ : ଭିଜିଲାନ୍ସ ଜାଲରେ DRDA ପ୍ରୋଗ୍ରାମିଂ ଅଫିସର ସନ୍ଦୀପ ମହାନ୍ତି। ଅାୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଡିଅାରଡିଏ। ପ୍ରୋଗ୍ରାମିଂ ଅଫିସର ସନ୍ଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି। ଭଦ୍ରକ ନରୀପୁର ସ୍ଥିତ ବାସଭବନ ସହ କୁଆଁସରେ ଥିବା ଶ୍ୱଶୁର ଘର ଓ ଅଫିସରେ ଚଢାଉ ଚାଲିଛି। ଏଥିସହ ଭୁବନେଶ୍ୱର ଓ ପୁରୀ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍ ରେଡ୍ କରୁଛି।

https://youtu.be/8lB8RqmZuYo