ଲାଞ୍ଚ ନେବା ବେଳେ ତିନି ପୁଲିସ୍ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଥାନାର ୩ଜଣ ପୁଲିସ୍‌ ଅଧିକାରୀ ଧରା ପଡ଼ିଛନ୍ତି।

ଏହି ୩ ପୁଲିସ୍‌ ଅଧିକାରୀ ହେଲେ ଆଇଆଇସି ରଞ୍ଜନ ସାହୁ, ଏସ୍‌ଆଇ ମାନସ ରଞ୍ଜନ ଓ ସୁନୀଲ କୁମାର।

ଏକ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଏହି ପୁଲିସ୍‌ ଅଧିକାରୀମାନଙ୍କୁ ଧରିଥିଲା। ଗତକାଲି ଏହି ଘଟଣା ଘଟିଛି।

You might also like