ପେଟ୍ରୋଲ ପମ୍ପ ବିସ୍ଫୋରଣ ପୂର୍ବରୁ କେମିତି ଚାଲିଥିଲା କାମ, ଦେଖନ୍ତୁ

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ପୂର୍ବରୁ କେମିତି ଚାଲିଥିଲା କାମ, କିଭଳି ଥିଲା ବିସ୍ଫୋରଣ ପୂର୍ବର ଦୃଶ୍ୟ, ଏହାର ଟିକିନିକି ଭିଡିଓ କରୁଥିଲେ ବିସ୍ଫୋରଣରେ ମୃତ ସତ୍ୟ ନାୟକ।

ଦୁର୍ଘଟଣା ପୂୂର୍ବରୁ କାମ ଚାଲିଥିବା ସ୍ଥାନରୁ ଅନେକ ଛୋଟ ଛୋଟ ଭିଡିଓ କରି ନିଜ ଘରଲୋକଙ୍କ ନିକଟକୁ ସେ ପଠାଇଥିଲେ। ସେହି ଭିଡିଓ ଗୁଡିକୁ ଦେଖି ଏବେବି ନିଜ କୋହ ସମ୍ଭାଳି ପାରୁ ନାହାନ୍ତି ପରିବାର ଲୋକେ।

କେବଳ ସେତିକି ନୁହେଁ, ବିନା ସୁରକ୍ଷାରେ କାମ ଚାଲିଥିବା ମଧ୍ୟ ଅଭିଯୋଗ କରିଛନ୍ତି। ମୃତ ସତ୍ୟଙ୍କ ପରିବାର ମୃତ୍ୟୁ ପୂର୍ବରୁ ଏଭଳି ଅସୁରକ୍ଷିତ କାମ ଦେଖି ସତ୍ୟ ଭୟଭୀତ ଥିବା ମଧ୍ୟ କହିଛନ୍ତି ତାଙ୍କ ପତ୍ନୀ।

ଗତ ୭ ତାରିଖ ଦିନ ରାଜଭବନ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଥିଲେ। ତେବେ ଘଟଣାରେ କ୍ଷତିପୂରଣ ସହ ତଦନ୍ତ ଦାବି କରିଛନ୍ତି ସତ୍ୟ ନାୟକଙ୍କ ପରିବାର।

ଆହୁରି ପଢ଼ନ୍ତୁ

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

You might also like