ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନ ଜରିଆରେ ହେବ। ଶିକ୍ଷାଦାନ ଆସନ୍ତା ୧୭ରୁ ୨୨ ତାରିଖ ଯାଏଁ ଯୁକ୍ତ ଦୁଇ ପିଲାଙ୍କ ଲାଗି ଅନଲାଇନରେ ଏହି ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। କେବଳ ଫିଜିକ୍ସ ଓ କେମେଷ୍ଟ୍ରି ବିଷୟରେ ପିଲାମାନଙ୍କୁ ପାଠ ପଢ଼ାଯିବ। ରାତି ୯ରୁ ୧୦ଟା ଯାଏଁ ଅନଲାଇନ୍ କ୍ଲାସରେ ପାଠପଢ଼ା ପ୍ରସାରଣ କରାଯିବ। ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ଦିନ ପ୍ରସାରଣ ବନ୍ଦ ରହିବ। କରୋନା ମହାମାରୀ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି।

Other Stories