• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କଟକ: ସାଂସଦ ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି। ମାମଲାରେ ଗତକାଲି ଅନୁଭବ କଟକ ଏସଡିଜେଏମ କୋର୍ଟରେ ହାଜର ହୋଇଥିବାବେଳେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଗୋଟିଏ ଏତଲା ଦେଇଛନ୍ତି। ଭିଡିଓ ଭାଇରାଲ୍ କରି ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ କରି ବର୍ଷା ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଥାନାକୁ ଆସି ବର୍ଷା ଏତଲା ଦେଇଛନ୍ତି। ଅନୁଭବ ଓ ତାଙ୍କ ମଧ୍ୟରେ ପାଟିତୁଣ୍ଡର ଏକ ଭିଡିଓ ଭାଇରାଲ୍ କରି ତାଙ୍କ ଭାବମୂର୍ତ୍ତି ନଷ୍ଟ କରାଯାଉଛି ବୋଲି ବର୍ଷା କହିଛନ୍ତି। ତେବେ ଭିଡିଓରେ ଅନୁଭବ ଓ ବର୍ଷାଙ୍କ ବିରୋଧରେ ଜୋରସୋରରେ ଝଗଡା ଲାଗିଥିବା ଦେଖିବାକୁ ମିଳିଥିଲା।

Varsha-in-puri-ghat-ps
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories