• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ସରକାରଙ୍କ 5-T କାର୍ଯ୍ୟକ୍ରମ ଭାଣ୍ଡାମୀ ଓ ଲୋକଙ୍କ ସହ ଛଳନା। ମୋ ସରକାର ଓ 5T କାର୍ଯ୍ୟକ୍ରମକୁ କଟାକ୍ଷ କରି ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ।

ମନ୍ତ୍ରୀ କହିଛନ୍ତି, ବସ୍ତା ଡାକ୍ତରଖାନା ଯାଇଥିଲି ହେଲେ ସେଠାରେ ଡାକ୍ତର ନାହାନ୍ତି। ଆଉ ସେଠାରେ ରୋଗୀଙ୍କୁ ମାଗଣା ଔଷଧ ମଧ୍ୟ ଦିଆଯାଉନି।  ରାଜ୍ୟରେ ଆର୍ଥିକ ସ୍ଥିତି ବିପଦଜନକ ରହିଛି। ଏଥିସହ କ୍ଷମତା ପାଇଁ ଲୋକ ଦେଖାଣିଆ କାର୍ଯ୍ୟକ୍ରମ କରି ଭୋଟ୍ କିଣୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।  ଏହା ସଚିବ ଆଧାରିତ ସରକାର, ଏଥିରେ ସମନ୍ୱୟ, ସ୍ୱଚ୍ଛତା କିମ୍ବା କୌଣସି T ନାହିଁ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ।

ଏପଟେ ପ୍ରତାପଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। କେନ୍ଦ୍ରମନ୍ତ୍ରୀ ସମାଲୋଚନା ପରିବର୍ତ୍ତେ ସାହାଯ୍ୟ ଓ ସହଯୋଗ କରନ୍ତୁ, ଓଡ଼ିଶା ପାଇଁ କଣ ଦରକାର କେନ୍ଦ୍ର ପାଖରେ ଦାବି ରଖି ଆଣନ୍ତୁ। ଏଥିସହ ସରକାର ଯେଉଁ କାମ କରନ୍ତି ସଚିବଙ୍କ ମାଧ୍ୟମରେ କରନ୍ତି ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

Union-minister-pratap-sarangi-reaction-on-odisha-governments-5-t
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories