• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ତିର୍ତ୍ତୋଲ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭର୍ଚୁଆଲ ପ୍ରଚାର କରିଛନ୍ତି। ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ନେଇ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।  ଏହି ଅବସରରେ ସେ କହିଛନ୍ତି ଯେ ରାଜ୍ୟରେ ଅବହେଳାର ଚରମ ସୀମାରେ ପହଞ୍ଚିଛି ସ୍ୱାସ୍ଥ୍ୟ ସେବା।

ବାହାରେ କାମ କରୁଥିବା ଓଡ଼ିଆ ଭାଇ ସ୍ୱାସ୍ଥ୍ୟସେବା ପାଇପାରୁନି। ନିର୍ବାଚନ ବେଳେ ରାଜ୍ୟ ସରକାର ବଡ଼ ବଡ଼ ପ୍ରତିଶ୍ରୁତି ଦିଅନ୍ତି। ୩ଟି ଉପନିର୍ବାଚନ ଗଲାଣି, ସରକାରଙ୍କ କିଛି ପ୍ରତିଶ୍ରୁତି ପାଳନ ହୋଇନି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଏଠି ଏକ ସମ୍ବେଦନହୀନ, ଠକେଇ କରୁଥିବା ସରକାର ଅଛି। କରୋନା ପାଇଁ ପ୍ରଧାନମନ୍ତ୍ରୀ ଟଙ୍କା ପଠାଉଛନ୍ତି, ଏଠି ବାଟମାରଣା ହେଉଛି। ମାମୁ ଭଣଜା ଘାଇ କିଏ କରାଇଲା ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଚିଟ୍‌ଫଣ୍ଡ ମାଧ୍ୟମରେ ଓଡ଼ିଆ ଲୋକଙ୍କ ପଇସା କିଏ ଖାଇଲା ବୋଲି ଧର୍ମେନ୍ଦ୍ର ପଚାରିଛନ୍ତି। ଉପନିର୍ବାଚନରେ ଏକ ନିର୍ଣ୍ଣାୟକ ବାର୍ତ୍ତା ଦିଆଯାଉ ଧର୍ମେନ୍ଦ୍ର କହିଛନ୍ତି।

Union-minister-dharmendra-pradhans-virtual-campaign-for-tirthol
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories