ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍
ଭୁବନେଶ୍ୱର: ବିୟର ଫ୍ୟାକ୍ଟ୍ରି ପାଇଁ ରାଜ୍ୟ ସରକାର ଜାଗା ଦେଉଛନ୍ତି। କିନ୍ତୁ ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଜମି ଦେବାକୁ ଆଗ୍ରହ ନାହିଁ। ଏଭଳି ଅଭିଯୋଗ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଭୁବନେଶ୍ୱର ଲୋୟର ପିଏମ୍ଜିରେ ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ସେ କହିଛନ୍ତି, ରାଜ୍ୟ ସରକାର ବଡ଼ ଘରର ପୁଅ ଆମେ ଗୁଣ୍ଡୁଚି ମୂଷା।
ଶୁଣନ୍ତୁ କ’ଣ କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ…
ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜାଗା ଦେବା ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ- ମଦ ଫ୍ୟାକ୍ଟ୍ରି ପାଇଁ ଜମି ଯୋଗାଉଛନ୍ତି, ବରୁଣେଇରେ ସ୍ମାରକୀ ପାଇଁ ଜମି ନାହିଁ, ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗୁ, ବରୁଣେଇରେ ସ୍ମାରକୀ ପାଇଁ ଜାଗା ମିଳୁ #Odisha pic.twitter.com/RbTOMiNkRu
— ଓଟିଭି (@otvkhabar) 21 November 2018