ଅସରାଏ ବର୍ଷାରେ ରାଜଧାନୀ ବେହାଲ

ପାଣିରେ ବୁଡ଼ିଲା ଭୁବନେଶ୍ୱରର ରାଜରାସ୍ତା

ଭୁବନେଶ୍ୱର : ଅସରାଏ ବର୍ଷାରେ ରାଜଧାନୀ ବେହାଲ । ପାଣିରେ ବୁଡ଼ିଲା ଭୁବନେଶ୍ୱରର ରାଜରାସ୍ତା । ଅାଜି ସକାଳେ ୟୁନିଟ୍ ୪, ଶାସ୍ତ୍ରୀନଗର ଅଞ୍ଚଳରେ କିଛି ସମୟ ଧରି ମୂଷଳ ଧାରାରେ ବର୍ଷା ହୋଇଥିଲା । ଏଥିରେ ରାଜଭବନ ଅଞ୍ଚଳରେ କିଛି ସମୟ ଧରି ଟ୍ରାଫିକ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ରାସ୍ତାରେ ପାଣି ଚାଲିଥିଲା।

 

You might also like