ଥାନା IICଙ୍କୁ କରୋନା: ୭ରୁ ୮ କର୍ମଚାରୀଙ୍କୁ ଜ୍ୱର ହେଉଥିବା ସୂଚନା

ଆଠଗଡ଼: ଆଠଗଡ଼ ସବ୍‌ଡିଭିଜନ୍ ଅଧୀନ ଏକ ଥାନାର IIC କରୋନା ଆକ୍ରାନ୍ତ ହୋଇଛନ୍ତି । IICଙ୍କ ସ୍ୱାବ୍ ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ସମ୍ପୃକ୍ତ ଥାନାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ SDPO ଆଲୋକ ରଞ୍ଜନ ରାୟ।

କେବଳ ସେତିକି ନୁହେଁ, ଥାନାର ଆଉ ୭ରୁ ୮ କର୍ମଚାରୀଙ୍କୁ ଜ୍ୱର ହେଉଥିବା ସୂଚନା ମିଳିଛି। ଥାନାର ମୋଟ ୨୨ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ ନିଷ୍ପତ୍ତି ହୋଇଛି। କାଲି ଠାରୁ ଥାନା ଭିତରେ ସମସ୍ତ କର୍ମଚାରୀ ରହିଛନ୍ତି। ଥାନାକୁ ଆସିଥିବାରୁ ଆଠଗଡ଼ SDPOଙ୍କ ସ୍ୱାବ୍ ଟେଷ୍ଟ ହେବ। ୨ ଡ୍ରାଇଭରଙ୍କ ମଧ୍ୟ ସ୍ୱାବ୍ ଟେଷ୍ଟ ହେବ ବୋଲି SDPO କହିଛନ୍ତି।

ଆହୁରି ପଢ଼ନ୍ତୁ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

You might also like