• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଆଠଗଡ଼: ଆଠଗଡ଼ ସବ୍‌ଡିଭିଜନ୍ ଅଧୀନ ଏକ ଥାନାର IIC କରୋନା ଆକ୍ରାନ୍ତ ହୋଇଛନ୍ତି । IICଙ୍କ ସ୍ୱାବ୍ ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ସମ୍ପୃକ୍ତ ଥାନାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ SDPO ଆଲୋକ ରଞ୍ଜନ ରାୟ।

କେବଳ ସେତିକି ନୁହେଁ, ଥାନାର ଆଉ ୭ରୁ ୮ କର୍ମଚାରୀଙ୍କୁ ଜ୍ୱର ହେଉଥିବା ସୂଚନା ମିଳିଛି। ଥାନାର ମୋଟ ୨୨ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ ନିଷ୍ପତ୍ତି ହୋଇଛି। କାଲି ଠାରୁ ଥାନା ଭିତରେ ସମସ୍ତ କର୍ମଚାରୀ ରହିଛନ୍ତି। ଥାନାକୁ ଆସିଥିବାରୁ ଆଠଗଡ଼ SDPOଙ୍କ ସ୍ୱାବ୍ ଟେଷ୍ଟ ହେବ। ୨ ଡ୍ରାଇଭରଙ୍କ ମଧ୍ୟ ସ୍ୱାବ୍ ଟେଷ୍ଟ ହେବ ବୋଲି SDPO କହିଛନ୍ତି।

Under-athagarh-subdivision-a-police-station-iic-tested-covid19-positive11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories