ଶଳା ବାହାଘରରେ ଚାଲିଗଲା ୨ ଭିଣୋଇଙ୍କ ଜୀବନ

ଭଦ୍ରକ: ଶଳା ବାହାଘରରେ ୨ ଭିଣୋଇଙ୍କ ଜୀବନ ଯାଇଛି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ଅସ୍ତଳର ରମେଶ ଦାସ ଏବଂ ପାଳିଆର କଦମ୍ବବନ୍ଧୁ ମିଶ୍ର।

ଭଦ୍ରକ ଜିଲ୍ଲା ତିହିଡ଼ି ଗୋଳା ପୋଖରୀ ଛକରେ ପ୍ରୋସେସନ ବାହାରିବା ସମୟରେ ଦୁର୍ଘଟଣା ହୋଇଥିଲା।

You might also like