ଡାହାଣୀ ସନ୍ଦେହରେ ଡବଲ୍ ମର୍ଡ଼ର୍‌

ମୟୁରଭଞ୍ଜ: ଡାହାଣୀ ସନ୍ଦେହରେ ଡବଲ ମର୍ଡ଼ର। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମଧୁପୁର ଗାଁରେ ଘଟିଛି ଏଭଳି ଅଘଟଣ।

ଡାହାଣୀ ସନ୍ଦେହରେ ୨ ଜଣ ମହିଳାଙ୍କୁ କୁରାଢିରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ଅଭିଯୁକ୍ତ ତୀରମାଡ଼ କରିଥିଲା।

ତୀରମାଡ଼ରେ ଗୁରୁତର ଆହତ ମହିଳା ଜାମ୍‌ଦା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଶ୍ୟାମ ବାସ୍କେର, ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

You might also like