• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଜଗତସିଂହପୁର: ମହାଦେବଙ୍କଙ୍କୁ ଜଳଲାଗି କରିବାକୁ ଯାଇଥିବା ବେଳେ ପାଣି ଉଠାଇବା ସମୟରେ ଦୁଇ ଜଣ କାଉଡ଼ିଆ ବୁଡ଼ି ଯାଇଥିଲେ। ଏହି ଘଟଣା ଘଟିଛି ଜଗତସିଂହପୁର ତିର୍ତ୍ତୋଲ ଝୁଲାବାବା ମଠ ନିକଟ ଘାଟରେ।

ଉଭୟ କାଉଡ଼ିଆ ତିର୍ତ୍ତୋଲ ପିପଲ ମାଧବ ମହମ୍ମଦାବାଦ ଗାଁର। ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି। ଆଉ ଜଣକର ଏଯାଏ ପତ୍ତା ମିଳି ନାହିଁ। ନିଖୋଜ ଯୁବକଙ୍କ ନାଁ ହେଲା ଗୁଡ୍ଡୁ। ଗୁରୁତର ଅବସ୍ଥାରେ ସରୋଜ ନାଥଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ନିଖୋଜ ଗୁଡ୍ଡୁଙ୍କୁ ଅଗ୍ନିଶମ ବିଭାଗ ଖୋଜାଖୋଜି କରୁଛି।

Two-kanwar-devotees-drown-in-jagatsinghpur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories