ନୂଆପଡ଼ା: ରାସ୍ତା ମଝିରେ ୨ ଯୁବତୀଙ୍କୁ ଛୁରାମାଡ଼ କଲା ରକ୍ତମୁଖା ଯୁବକ। ବୋଡେନ୍ ବଜାର ରାସ୍ତାରେ

ଯୁବତୀଙ୍କ ଅଣ୍ଟା, ବେକ, ହାତକୁ ଛୁରାମାଡ଼ କରାଯାଇଛି। ଯୁବକର ଛୁରାମାଡ଼ରେ ୨ ଯୁବତୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବୋଡେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ଛୁରାମାଡ଼ କରିଥିବା ଯୁବକଙ୍କୁ ଅଟକ ରଖି ଜେରା କରୁଛି। ଏକତରଫା ପ୍ରେମକୁ ନେଇ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।

Other Stories