• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବ୍ରହ୍ମପୁର: ବ୍ରହ୍ମପୁର ଗୋଳନ୍ଥରା ଥାନା ଭିତରେ ଅଭିଯୁକ୍ତର ଆତ୍ମହତ୍ୟା ଘଟଣାରେ ୨ ପୋଲିସ କର୍ମଚାରୀ ସସପେଣ୍ଡ। DIG ଓ ଏସପିଙ୍କ ଘଟଣା ସ୍ଥଳ ପରିଦର୍ଶନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୋଳନ୍ଥରା ଥାନାର ୨ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି ଏସପି। ଗୋଳନ୍ଥରା ଥାନା ଡିସିଓ ତଥା ASI ପି.ସି ଆଚାର୍ଯ୍ୟ ସସପେଣ୍ଡ ହୋଇଥିବାବେଳେ କନଷ୍ଟେବଲ ସେଣ୍ଟ୍ରି ଡି.ପି ଜେନା ବି ସସପେଣ୍ଡ ହୋଇଛନ୍ତି। ଉଭୟଙ୍କୁ ସସପେଣ୍ଡ ସହ ଗୋଳନ୍ଥରା IICଙ୍କୁ ବଦଳି କଲେ ଏସପି।

ତାଙ୍କ ସ୍ଥାନରେ ଗୋପାଳପୁର ଥାନା IIC ବିବେକାନନ୍ଦ ମହାନ୍ତ ଏବେ ଗୋଳନ୍ଥରା IIC ହୋଇଥିବା ସୂଚନା ରହିଛି। ଏହାସହିତ ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି।

ସୂଚନା ମୁତାବକ, ଗତକାଲି ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଭିତରେ ହାଜତରୁ ଗଣେଶ ଡାକୁଅା ନାମକ ଅଭିଯୁକ୍ତର ମୃତଦେହ ମିଳିଥିଲା ସଂପୃକ୍ତ ଅଭିଯୁକ୍ତ ଜଣକ ଏହି ଥାନା ଅନ୍ତର୍ଗତ ରଙ୍ଗିପୁର ଗାଁର ା ଏକ ଗଣ୍ଡଗୋଳ ମାମଲାରେ ତାଙ୍କୁ ଗତକାଲି ଥାନାକୁ ଅାଣିଥିଲା ପୋଲିସ ା ….

Two-cops-including-the-asi-constable-of-golanthara-police-station-suspended
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories