ବେଆଇନ ଗୋ ଚାଲାଣ ବେଳେ ଗୋରୁ ବୋଝେଇ ଟ୍ରକ୍ ଜବତ; ୫୦ ମୃତ ଗୋରୁ ଉଦ୍ଧାର
ଖୋର୍ଦ୍ଧା: ଖୋର୍ଦ୍ଧା ବାଇପାସ୍ ବାଟମଙ୍ଗଳା ଓଭର ବ୍ରିଜ୍ ନିକଟରୁ ଏକ ଗୋରୁ ବୋଝେଇ ଜବତ ହୋଇଛି।
ଆହୁରି ପଢ଼ନ୍ତୁ
ଟ୍ରକ୍ ଭିତରୁ ୫୦ ମୃତ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମୁର୍ମୂଷ ଅବସ୍ଥାରେ ୫୦ ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଗୋରୁଙ୍କୁ କଟକର ଏକ ଗୋଶାଳାକୁ ଅଣାଯାଇଛି।
ବେଆଇନ ଚାଲାଣ ବେଳେ ଏତେ ସଂଖ୍ୟାରେ ଗୋରୁଙ୍କ ମୃତ୍ୟୁ ହୋଇଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।