• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବାରିପଦା: ପର୍ଯ୍ୟଟକଙ୍କୁ ଆକ୍ରମଣ ଭଳି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକେ ୧୮ ଜଣ ପର୍ଯ୍ୟଟକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି।

ଖବର ଅନୁସାରେ, ପଶ୍ଚିମବଙ୍ଗ ଦିଘାରୁ କିଛି ପର୍ଯ୍ୟଟକ ଶିମିଳିପାଳ ସୀତାକୁଣ୍ଡ ବୁଲିବାକୁ ଆସିଥିଲେ। ତେବେ ସ୍ଥାନୀୟ କିଛି ଯୁବକ ପର୍ଯ୍ୟଟକଙ୍କୁ ଅଶ୍ଲୀଳ ଇଙ୍ଗିତ କରିବାରୁ ପ୍ରତିବାଦ କରିଥିଲେ ପର୍ଯ୍ୟଟକ। ଏହାପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ଥାନୀୟ ଯୁବକମାନେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ଘଟଣାସ୍ଥଳରୁ ଆସିବା ପରେ ପୁଣିଥରେ  ବାରିପଦାରେ ପର୍ଯ୍ୟଟକଙ୍କୁ ଅଟକାଇ ମାଡ଼ ମାରିଥିଲେ ସ୍ଥାନୀୟ ଯୁବକ। ସେମାନଙ୍କ ଜିନିଷପତ୍ର ଛଡ଼ାଇ ନେବା ସହ ଗାଡ଼ିକୁ ଭଙ୍ଗାରୁଜା ମଧ୍ୟ କରିଥିବା ଜଣାପଡ଼ିଛି।

 

 

Tourists-attacked-badly-beaten-by-locals
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories