ରାଜ୍ୟର କିଛି ସ୍ଥାନରେ ହୋଇପାରେ ବର୍ଷା

୨୭ ପରେ ପାଗ ଶୁଖିଲା ରହିବା ନେଇ ସମ୍ଭାବନା

ଭୁବନେଶ୍ୱର : ଏଣିକି ରାଜ୍ୟରେ ପାଗ ଶୁଖିଲା ରହିବ । କାଁ ଭାଁ ଅଳ୍ପ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଅାଞ୍ଚଳିକ ପାଣିପାଗ ବିଭାଗ । ଉପକୂଳ ଏବଂ ଉତ୍ତର ଓଡ଼ିଶାର ଗୋଟିଏ, ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

 ଅାସନ୍ତା ୨୭ ତାରିଖ ପରେ ରାଜ୍ୟରେ ପାଗ ଶୁଖିଲା ରହିବ ।

You might also like