ଆଜି ମୁସଲିମ୍ ଧର୍ମାବଲମ୍ବୀଙ୍କ ବଳିଦାନ ପର୍ବ ମହରମ୍

ଭୁବନେଶ୍ୱର : ଆଜି ମୁସଲିମ୍ ଧର୍ମାବଲମ୍ବୀଙ୍କ ବଳିଦାନ ପର୍ବ ମହରମ୍। ରମଜାନ୍ ପରେ ଆଜିଠୁ ମୁସଲମାନ୍‌ଙ୍କ ଦ୍ୱିତୀୟ ପବିତ୍ର ମାସ ଆରମ୍ଭ ହେଉଛି। ଏନେଇ ଦେଶର ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର ଆୟୋଜନ ହୋଇଛି। ଜୁଲୁସ୍ ବାହାର କରିବା ସହ ମୁସଲିମ୍ ଧର୍ମାବଲମ୍ବୀ ନିଜ ଶରୀରକୁ କଷ୍ଟ ଦେଇଥାନ୍ତି। ଲକ୍ଷ୍ନୌ, ହାଇଦ୍ରାବାଦ୍, ମୁମ୍ବାଇ, କୋଲକାତା, ଦିଲ୍ଲୀ ସମେତ ଓଡ଼ିଶାର ରାଉରକେଲା, ଭଦ୍ରକ ସମେତ ଅନ୍ୟ ସ୍ଥାନରେ ଏନେଇ ଆୟୋଜନ କରାଯାଇଛି।

ଜୁଲୁସ୍ ବାହାରିବା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ କୌଣସି ବି ଅପ୍ରୀତିକର ପରିସ୍ଥିତି ଯେପରି ନଉପୁଜେ ସେ ନେଇ ନଜର ରଖିଛି ପୁଲିସ୍। ମୁସଲିମ୍ ଧର୍ମାବଲମ୍ବୀଙ୍କ ବିଶ୍ୱାସ ଅନୁସାରେ ତୃତୀୟ ଇମାମ୍‌ଙ୍କ ହୁସେନ୍ ଅଲ୍ଲି ଆଜିର ଦିନରେ ସହିଦ ହୋଇଥିଲେ । ତାଙ୍କରୀ ସ୍ମୃତି ଏହି ଦିବସକୁ ପାଳନ କରାଯାଏ ।

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like