ଶ୍ରୀମନ୍ଦିର ବାହୁଡ଼ୁଛନ୍ତି ମହାପ୍ରଭୁ , କମ୍ପୁଛି ବଡ଼ଦାଣ୍ଡ

ରଥାରୂଢ଼ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ

ପୁରୀ :  ଚାଲିଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଶ୍ରୀମନ୍ଦିର ଅଭିମୁଖେ ତିନି ରଥ। ବଡ଼ ଦାଣ୍ଡରେ ଭକ୍ତଙ୍କ ଗହଳି । ଭକ୍ତଙ୍କ ହରିବୋଲ ହୁଳହୁଳି , ଜୟ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ। ଭକ୍ତି ଓ ଆନନ୍ଦର ସହ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ଭାଇ-ଭଉଣୀଙ୍କୁ ଧରି ଜନ୍ମବେଦୀରୁ ନୀଳକନ୍ଦରକୁ ବାହୁଡିଲେ ମହାବାହୁ । ଶରଧାବାଲିରୁ ସିଂହଦ୍ୱାର ଅଭିମୁଖେ ଗଡ଼ିଲା ୩ ରଥ।

 

You might also like