କ୍ରାଇମବ୍ରାଞ୍ଚ STFରେ IOCL ଅଧିକାରୀ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ STFରେ IOCL ଅଧିକାରୀ। ଅାଜି IOCLର ୫ ଜଣ ଅଧିକାରୀ STFଙ୍କ ନିକଟରେ ହାଜର ହୋଇଛନ୍ତି। ଟିଟୋକୁ ପେଟ୍ରୋଲ ପମ୍ପ ଅାବଣ୍ଟନ ମାମଲାରେ ସେମାନେ ହାଜର ହୋଇଥିବା କୁହାଯାଉଛି।

STFରୁ ଫେରିଲା ପରେ IOCL ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି।  ପାଇପ୍‌ ଲାଇନ୍‌ ବିଛାଇବା କାମରେ ବାଧା ସୃଷ୍ଟି ହେଉଛି। କିଛି ଅସାମାଜିକ ବାଧା ସୃଷ୍ଟି କରୁଥିବାରୁ ଜଣାଇବାକୁ ଅାସିଥିଲୁ ବୋଲି ଅଧିକାରୀ କହିଛନ୍ତି।

You might also like