• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Titilagarh

IT Raid
ଟିଟିଲାଗଡ଼ SBIରେ ଗଣତିରୁ ମିଳିଲା ମୋଟ୍ ୧୧ କୋଟି ଟଙ୍କା

IT ରେଡ୍ ବେଳେ ଟିଟିଲାଗଡ଼ର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ । ଗଣତିରୁ ମିଳିଛି ମୋଟ୍ ୧୧ କୋଟି ଟଙ୍କା ।

construction of Railway Bridge
ଏଇଟା ରେଲୱେ ପୋଲ ଅଣ୍ଡରପାସ୍‌ ନା ସ୍ୱିଇମିଂପୋଲ୍‌

ଲୋକଙ୍କ ସୁବିଧା ଲାଗି ତିଆରି ହେଲା ରେଲୱେ ଭୂତଳ ପୋଲ । ହେଲେ ଘଂଟାଏ ବର୍ଷା ହେଲା ଜମୁଛି ଅଂଟାଏ ଲେଖାଏଁ ପାଣି । ଟିକିଏ ଅସାବଧାନ ହେଲେ ବୁଡ଼ିଯିବାର ବି ଭୟ ରହିଛି

Hair Donate
ବୟସ ମାତ୍ର ୧୨...କ୍ୟାନସର ରୋଗୀଙ୍କୁ ଦେଇ ଦେଲେ କେଶ

ସପ୍ତମ ଶ୍ରେଣୀରେ ପଢୁଛନ୍ତି, କ୍ୟାନସର ରୋଗୀଙ୍କୁ କେଶ ଦେବାକୁ ନିଷ୍ପତ୍ତି ନେଲେ । ସେମାନେ କେମିତି ଖୁସିରେ ରହିବେ? ଭଲରେ ରହିବେ ? ତାହା ଚିନ୍ତା କରି କରି ଦାନ କରିଦେଲେ ନିଜର କେଶ

Mother Sells Infant For Money In Odisha
ଏ କେମିତିକା ମା’ ! ୧୦ ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଛୁଆକୁ ବିକ୍ରି କରିଦେଲା

ମାତ୍ର ୧୦ ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକ୍ରି କରିଦେଲା ଜନ୍ମ କଲା ମା’।

Deficit rainfall
ବର୍ଷାର ଦେଖା ଦର୍ଶନ ନାହିଁ...ମରୁଡ଼ି ଜଳଜଳ, ହିଡ଼ମୁଣ୍ଡରେ କାନ୍ଦୁଛି ଚାଷୀ

ଅଷାଢ ଯାଇ ଶ୍ରାବଣ ହେଲାଣି...ବର୍ଷାର ଦେଖା ନାହିଁ । ପ୍ରତିବର୍ଷ ଏ ସମୟରେ ରୁଆ ସରେ...ହେଲେ ଏଥର ବର୍ଷା ନଥିବାରୁ ହିଡ ମୁଣ୍ଡରେ କାନ୍ଦୁଛି ଚାଷୀ।

migrating
ମେସିନ୍‌ କରୁଛି ମନରେଗା : ଦାଦନ ଯାଉଛନ୍ତି ଯୁବକ

ଦୁର୍ନୀତି ଏମିତି ବି ହୁଏ ! ମଣିଷ ବଦଳରେ ମେସିନ୍‌ କରୁଛି ମନରେଗା କାମ...କାମ ନପାଇ ହତାଶ ହେଲେଣି ଲୋକେ । ଏବେ ଦାଦନ ଯିବାକୁ ହେଉଛନ୍ତି ବାଧ୍ୟ

Heat Wave
ମୁଣ୍ଡଫଟା ଖରା, ଅସହ୍ୟ ଗୁଳୁଗୁଳି, ଅସ୍ତବ୍ୟସ୍ତ କରୁଛି ଗରମ ! ପଶ୍ଚିମରେ ପାରଦ ୪୪ଂ ଉପରେ

କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳର କିଛି ସ୍ଥାନରେ ବର୍ଷା ହେବା ଫଳରେ ଲୋକେ ତାତିରୁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ।

Onion Price
ଯାହାକୁ ବିକିଥିଲେ ୪ ଟଙ୍କାରେ, ତାକୁ କିଣିଲେ ୪୦ ଟଙ୍କାରେ

ବାଃ ବାଃରେ ପ୍ରଶାସନ । ଦିନେ ଯୋଉ ପିଆଜକୁ ୪ ଟଙ୍କାରେ ବିକ୍ରି କରିଥିଲେ, ତାକୁ ପୁଣି ୪୦ ଟଙ୍କାରେ କିଣୁଛନ୍ତି ଚାଷୀ । ବାରମ୍ବାର ଶୀତଳଭଣ୍ଡାର ପାଇଁ କହୁଥିଲେ ବି କେହି ଶୁଣୁନାହାନ୍ତି

Municipal chairperson
ବଡ଼ କିଏ ? ପୌରାଧ୍ୟକ୍ଷ ନା କାର୍ଯ୍ୟନିର୍ବାହୀ ଅଧିକାରୀ ?

‘କିଏ ଏଠି ହେଡ୍ । ମୁଁ ନା ତୁମେ? କିଏ କାହା ନିର୍ଦ୍ଦେଶକୁ ମାନିବ ? ମୁଁ ଯାହା ନିର୍ଦ୍ଦେଶ ଦେଉଛି ତୁମେ କରୁନ କାହିଁକି ? ଆଗେ ଏକଥା ସ୍ପଷ୍ଟ କର ତାହା ପରେ ଉଠିବି… ବାସ୍‌ କିଛି ଏମିତି କହି ଟିଟିଲାଗଡ଼ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍ ଦୁଆରେ ବସି ଧାରଣା ଦେଇଥିଲେ ପୌର ପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ।

heat wave
ସାରା ରାଜ୍ୟରେ ବର୍ଷୁଛି ନିଆଁ : ୨୯ ସହରରେ ପାରଦ ୪୦ ଡିଗ୍ରୀ ପାର୍

ଏମିତି ଖରା ଯେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି ।

Heat Wave Continues To Hit Normal Life In Odisha In Next 4 Days
ଆଉ ୪ ଦିନ କଲବଲ କରିବ ତାତି ! ୪୦ ଡିଗ୍ରୀ ଉପରେ ରହିପାରେ ତାପମାତ୍ରା...

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆହୁରି ୪ ଦିନ ଲାଗି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ।

Heat Wave
ଅସହ୍ୟ ଗରମରେ ଛଟପଟ ଜନଜୀବନ; ୧୫ ଯାଏଁ କଲବଲ କରିବ ତାତି

ସର୍ବାଧିକ ତାପମାତ୍ରାରେ କାଲି ବିରଳ ରେକର୍ଡ କରିଛି ଝାରସୁଗୁଡ଼ା । ଦେଶ ସହ ଏସିଆର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ପାଲଟିଛି ଝାରସୁଗୁଡା ।

Drunk Doctor
ଦି ପେଗ୍‌ ମାରିଲେ, ମଦର ଗୁଣଗାନ କଲେ

ଜଣେ କାର୍ଯ୍ୟରତ ଡାକ୍ତର ସରକାରୀ ଡାକ୍ତରଖାନା ଭିତରେ ମଦ କେମିତି ପିଉଛନ୍ତି ? ସ୍ଥାନୀୟ ଲୋକେ ଏହାର୍ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହିତ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ।

Protest to Tukuni Sahu
ଆଦିବାସୀଙ୍କ ପ୍ରଶ୍ନ ବାଣରେ ହଟହଟା ହେଲେ ମନ୍ତ୍ରୀ ଟୁକୁନି ସାହୁ

ବିଜେଡି ଜିଲ୍ଲା ପରିଷଦ ପ୍ରାଥିନୀ ରିତାରାଣୀ ହାତୀଙ୍କ ପ୍ରଚାରରେ ଆସି ହଟହଟା ହୋଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ସରକାର ଆସିବାସୀ କୋଟା କାଟି ନେଇ ତାଙ୍କୁ ବିରୋଧ କରାଯାଇଛି। ଆଦିବାସୀଙ୍କ ଚେତାବନୀ ପରେ ଭୂସ୍କିମାଲ ଗ୍ରାମରୁ ଫେରିଛି ମନ୍ତ୍ରୀ।

Sapana
ଟିଟଲାଗଡ଼ରେ ତପସ୍ୱିନୀ ଘଟଣାର ରିପିଟ୍, ସ୍ୱାମୀଙ୍କ ସହ ରହିବା ଜିଦ୍‌ରେ ଶ୍ୱଶୁର ଘର ଆଗରେ ସପନାଙ୍କ ଧାରଣା

ଗତ ଦୁଇ ବର୍ଷ ହେବ ଘରୋଇ ବିବାଦକୁ ନେଇ ସପନା ଅଗ୍ରୱାଲ ବାହାରେ ରହି ଆସୁଛନ୍ତି । ସ୍ୱାମୀଙ୍କ ଘରେ ରହିବାକୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜେଶ ତାଙ୍କୁ ଘରେ ପୁରାଉ ନାହାନ୍ତି । ଏଥିପାଇଁ ଅନେକ ଥର ଗଣ୍ଡଗୋଳ ମଧ୍ୟ ହୋଇଛି । ଏମିତିକି ସପନା କିଛି ଦିନ ପାଇଁ ଜେଲ ମଧ୍ୟ ଯାଇଛନ୍ତି

Birds
ନିଆରା ସଇଁତଳାର କୁଆଁର ଗାଁ, ଏଠି ପକ୍ଷୀଙ୍କ ସହ ବନ୍ଧୁ ବାନ୍ଧିଛନ୍ତି ଗ୍ରାମବାସୀ

ଟିଟିଲାଗଡ଼ର ସଇଁତଳାର କୁଆଁର ଗାଁ। ଏହି ଗାଁକୁ ଛୁଟି ଆସନ୍ତି ଶହଶହ ପକ୍ଷୀ। ପକ୍ଷୀ ମାନେ ଠିକ ବର୍ଷା ଋତୁ ଆସିବା ସମୟରେ ଗାଁ ରେ ଥିବା ଗଛ ଗୁଡିକୁ ବସା ବାନ୍ଧି ରହିଥାନ୍ତି ଓ ଏହି ସ୍ଥାନରେ ଅଣ୍ଡା ବି ଦିଅନ୍ତି। ଆଉ ଶାବକ ଜନ୍ମ ହେବା ପରେ ପୁଣି ନିଜ ସ୍ଥାନକୁ ଫେରି ଯାଇଥାନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପକ୍ଷୀମାନଙ୍କୁ ନିଜସ୍ୱ ଉଦ୍ୟମ କରି ସୁରକ୍ଷା ଯୋଗାଇ ଥାଆନ୍ତି ଗାଁ ଲୋକେ।